Math, asked by manukunu1480, 3 months ago

ଜଣେ ଛାତ୍ରକୁ 27,45 ଏବଂ ଅନ୍ୟ ଏକ ସଂଖ୍ୟାର ଲ.ସା.ଗୁ. ନିର୍ଣ୍ଣୟ କରିବା ପାଇଁ କୁହାଗଲା । ଲ.ସା.ଗୁ. ନିର୍ଣ୍ଣୟ କରିବା
ସମୟରେ ସେ 27 ବଦଳରେ 72 ଲେଖିଦେଲା । ଲ.ସା.ଗୁ. ନିଶ୍ଚିୟ କରିସାରିଲା ପରେ ସେ ଦେଖୁଲା, ସେ ନିୟ
କରିଥିବା ଲ.ସା.ଗୁ. ମୂଳ ତିନୋଟି ସଂଖ୍ୟାର ଲ.ସା.ଗୁ. ସଂଗେ ସମାନ । ତେବେ ତୃତୀୟ ସଂଖ୍ୟାଟି କେତେ ?
(A) 18
(C) 24
(D) 216
(B) 42​

Answers

Answered by TusharSabat
0

Answer:

C) 24

Step-by-step explanation:

au hindi lekhiki patha

Similar questions