Math, asked by mitasha69, 11 months ago

ଜଣେ ଲୋକ 40% ଲାଭ ରଖି ଜିନିଷ ବିକ୍ରି କରୁ ଥିଲା|ସେ 10%କମ ମୂଲ୍ୟ ରେ କିଣି ବର୍ତ୍ତମାନ ମୂଲ୍ୟ ରୁ 10%ରିହାତି ଦେଲେ ତାର କେତେ %ଲାଭ ହୁଅନ୍ତା????

please answer the question ​

Answers

Answered by krushnanahak810
3

Answer:

ମନେକର ଲୋକଟି ର କ୍ରୟ ମୂଲ୍ଯ = 100 ଟଙ୍କା

ଲାଭ = 40%

ବିକ୍ରି ମୂଲ୍ୟ = 140 ଟଙ୍କା

ସେ କ୍ରୟ ମୂଲ୍ଯ 10% କମ ମୂଲ୍ଯ ରେ କିଣିଲେ ତାର କିଣା = 90ଟଙ୍କା

ବିକ୍ରି ମୂଲ୍ଯରୁ 10% ରିହାତି ଦେଲେ ବିକା =140×90/100=126ଟଙ୍କା

= ଲାଭ = 126-90=36 ଟଙ୍କା

% ଲାଭ =36/90×100 =40%

Similar questions