India Languages, asked by Mahaprasasad, 5 months ago

48. ଗୋଟିଏ ପକ୍ଷୀଦଳର ଏକ ଚତୁର୍ଥାଶ ପକ୍ଷୀ ନଦୀକୂଳରେ
ଅଛନ୍ତି ଓ ଏକ ପଞ୍ଚମାଂଶ ପକ୍ଷୀ ସେମାନଙ୍କ ବସାରେ ଅଛନ୍ତି ।
ବଳକା 22ଟି ପକ୍ଷୀ ଖାଦ୍ୟ ସନ୍ଧାନରେ ଅଛନ୍ତି । ତେବେ
ବସାରେ ଥିବା ପକ୍ଷୀଙ୍କ ସଂଖ୍ୟା କେତେ ?
(A) 40 (B) 18 (C) 10 (D) 8​

Answers

Answered by sahupurusottam1977
1

ଭାଈ ଚାଳିସ ତି ପକ୍ଷୀ ଅଛନ୍ତି । ଭାଇ ଆମେ ଓଡ଼ିଆ ପିଲା ଆମେ ଅନୁଗୁଳ ରୁ ତମେ

Answered by Anonymous
8

Answer:

ଏହି ସମଭାବ, ଯାହା ଆମକୁ ସମସ୍ତ ପରିସ୍ଥିତିକୁ ଶାନ୍ତ ଭାବରେ ଗ୍ରହଣ କରିବାକୁ ସକ୍ଷମ କରାଇଥାଏ, ତାହା ଏପରି ମହତ୍ୱପୂର୍ଣ୍ଣ ଯେ ଶ୍ରୀକୃଷ୍ଣ ତାହାକୁ ଯୋଗ ବା ଭଗବାନଙ୍କ ସହିତ ମିଳିତ ହେବା କହିଛନ୍ତି । ପୂର୍ବ ଶ୍ଳୋକରେ ପ୍ରଦତ୍ତ ଜ୍ଞାନର ଉପଯୋଗ କରିବା ଦ୍ୱାରା ଏହି ସାମ୍ୟାବସ୍ଥା ଆସିଥାଏ । ଯେତେବେଳେ ଆମେ ହୃଦୟଙ୍ଗମ କରୁ ଯେ ଉଦ୍ୟମ କରିବା ଆମ ହାତରେ ଅଛି, ଫଳ ନୁହେଁ, ସେତେବେଳେ ଆମେ କେବଳ କର୍ମ କରିବାରେ ମନୋନିବେଶ କରିଥାଏ । ଫଳାଫଳ ଭଗବାନଙ୍କ ସୁଖ ପାଇଁ ଉଦ୍ଦିଷ୍ଟ, ତେଣୁ ଆମେ ତାହାକୁ ଭଗବାନଙ୍କୁ ଅର୍ପଣ କରେ ଏବଂ ଫଳ ଯଦି ଆମର ଆଶାନୁରୂପ ହୋଇ ନ ଥାଏ ତେବେ ତାହାକୁ ଭଗବାନଙ୍କର ଇଚ୍ଛା ଭାବି ଶାନ୍ତ ଭାବରେ ଗ୍ରହଣ କରିଥାଏ । ଏହିପରି ଭାବରେ, ଆମେ ଯଶ ଓ ଅପଯଶ, ସଫଳତା ଓ ବିଫଳତା, ସୁଖ ଓ ଦୁଃଖକୁ ଭଗବାନଙ୍କ ଇଚ୍ଛା ଭାବେ ଗ୍ରହଣ କରିବାରେ ସକ୍ଷମ ହୋଇଥାଏ ଏବଂ ଯେତେବେଳେ ଉଭୟକୁ ଆମେ ସମାନ ଭାବରେ ଗ୍ରହଣ କରିବା ଶିଖି ଯାଏ, ଆମେ ସମଭାବାପନ୍ନ ହୋଇଯାଏ, ତାହା ହିଁ ଶ୍ରୀକୃଷ୍ଣ ଏଠାରେ କହୁଛନ୍ତି ।

Similar questions