Math, asked by csmrutiw, 1 month ago

ମନିଶ୍ ପରୀକ୍ଷାରେ ଅନିଠାରୁ କିଛି କମ୍ ନମ୍ବର ରଖିଥିଲା । କୁମାର ଅନିରୁ 5 ନମ୍ବର ଅଧୁକ ରଖିଥିଲା । ସମସ୍ତେ ମିଶି 220 ନମ୍ବର ରଖିଥିଲେ । ତେବେ ମନିଶ୍ କେତେ ନମ୍ବର ରଖିଥିଲା ?​

Answers

Answered by snehaakangire061
0

Answer:

ନୂଆଦିଲ୍ଲୀ: ଇପିଏଫ୍ ଆକାଉଣ୍ଟଧାରୀଙ୍କ ପାଇଁ ବଡ ଘୋଷଣା । କର୍ମଚାରୀଙ୍କ ସୁରକ୍ଷା ପାଇଁ ଭବିଷ୍ୟନିଧି ପାଣ୍ଠି (ଇପିଏଫ୍) ନିୟମରେ ବଡ ପରିବର୍ତ୍ତନ ଘୋଷଣା କରାଯାଇଛି । କର୍ମଚାରୀ ଭବିଷ୍ୟନିଧି ପାଣ୍ଠିର ଅର୍ଥ ହାସଲ କରିବା ପାଇଁ ଇପିଏଫ୍ ଆକାଉଣ୍ଟ ସହିତ ଲିଙ୍କ କରିବା ବାଧ୍ୟତାମୂଳକ କରାଯାଇଛି । ପୂର୍ବରୁ ଆଧାର-ପ୍ୟାନ୍ ଲିଙ୍କ କରାଯାଉଥିବା ବେଳେ ଏହାକୁ ବେସିକ୍ କେୱାଇସି ଭାବରେ ଗ୍ରହଣ କରାଯିବ । ଜୁନ୍ ୧, ୨୦୨୧ରୁ ସେପ୍ଟେମ୍ବର ୧, ୨୦୨୧ ମଧ୍ୟରେ ନିଜ ୟୁଏନ୍ ନମ୍ବର ସହିତ ଆଧାର ଲିଙ୍କ କରିବାକୁ ବାଧ୍ୟତାମୂଳକ କରାଯାଇଛି ।

ଶ୍ରମ ମନ୍ତ୍ରାଳୟ ପକ୍ଷରୁ କରାଯାଇଥିବା ଏହି ଘୋଷଣା ଅନୁଯାୟୀ ଇପିଏଫ୍ଓର ଧାରା ୧୪୨ରେ ସାମାନ୍ୟ ପରିବର୍ତ୍ତନ କରାଯାଇଛି । ଯଦି କୌଣସି କର୍ମଚାରୀ ନିଜର ଆଧାର ଅପଡେଟ୍ କରୁନାହାନ୍ତି ତେବେ ସଂସ୍ଥା ପକ୍ଷରୁ ଜମା କରାଯାଉଥିବା ଅର୍ଥରାଶି ବନ୍ଦ ହେବ । ଏହାପରେ ଉଠାଣ ଆବେଦନ ଖାରଜ ହେବାର ସମ୍ଭାବନା ରହିଛି । ଏହାକୁ ଏକ ସାଧାରଣ ପ୍ରକ୍ରିୟା ଭାବରେ ଅଭିହିତ କରିଛନ୍ତି ଲ ଫାର୍ମ ଏମଭି କିନିର ପାର୍ଟନର ଭିଦିଶା କ୍ରିଷ୍ଣନ ।

Similar questions