History, asked by gitasamantaray1234, 1 month ago

(5) ଓଡ଼ିଶାରେ ଛୋଟ ନାଟକର ରଚୟିତା ଭାବେ କିଏ ଖ୍ୟାତି ଲାଭ କରିଛନ୍ତି ? (A). ଭଞ୍ଜ କିଶୋର (B), କାଳୀଚରଣ (C). ଭିକାରୀଚରଣ (D). ମନୋରଞ୍ଜନ ଦାସ​

Answers

Answered by senthilmonish
0

Answer:

କାଳୀଚରଣ ପଟ୍ଟନାୟକ (୨୩ ଡିସେମ୍ବର ୧୮୯୭ - ୨୪ ଜୁଲାଇ ୧୯୭୮)[୧] ଜଣେ ଆଧୁନିକ ଓଡ଼ିଆ ନାଟ୍ୟକାର, ଗୀତିକାର, କବି, ଓଡ଼ିଶୀ ସଙ୍ଗୀତଜ୍ଞ ଓ ନୃତ୍ୟ ବିଶାରଦ ଥିଲେ । କାଳୀଚରଣ ପାରମ୍ପରିକ ଲୀଳା ନାଟକ ପ୍ରଦର୍ଶନ କରି ନିଜର ନାଟ୍ୟକାର ଜୀବନ ଅରମ୍ଭ କରିଥିଲେ । ୪ର୍ଥ ଦଶକ ବେଳକୁ ସେ ଆଧୁନିକ ମଞ୍ଚ ନାଟକ ଲେଖି ତାହାର ବିପଣନ କରିବା ଆରମ୍ଭ କରିଥିଲେ । ସେଥିପାଇଁ ୧୯୨୯ ମସିହାରେ "ସାକ୍ଷୀଗୋପାଳ ନାଟକ ସଂଘ' ଓ ୧୯୩୯ରେ "ଓଡ଼ିଶା ଥିଏଟର୍ସ' ନାମରେ ଏକ ରଙ୍ଗମଞ୍ଚ ଗଠନ କରି ଓଡ଼ିଶା ନାଟକାଭିନୟ ଜଗତର ପ୍ରସାର ଓ ଉନ୍ନତି କରିଥିଲେ । ତାଙ୍କର ଜନପ୍ରିୟ ନାଟକ ଗାର୍ଲ ସ୍କୁଲ (୧୯୩୯) ଓଡ଼ିଆ ମଞ୍ଚାଭିନୟରେ ନୂତନ ଯୁଗର ଆରମ୍ଭ କରିଥିଲା । ତାଙ୍କୁ ଆଧୁନିକ ଓଡ଼ିଆ ନାଟ୍ୟଶାସ୍ତ୍ରର ‘ଭରତମୁନି’ ବୋଲି ମଧ୍ୟ କୁହାଯାଏ । [୨] ତାଙ୍କ ପ୍ରଚେଷ୍ଟାରୁ ୧୯୫୮ ମସିହାରେ ଓଡ଼ିଶୀ ନୃତ୍ୟ ଶାସ୍ତ୍ରୀୟ ମର୍ଯ୍ୟାଦା ପାଇଥିଲା ।[୩]

ନାଟ୍ୟାଚାର୍ଯ୍ୟ କବିଚନ୍ଦ୍ର

କାଳୀଚରଣ ପଟ୍ଟନାୟକ

Kali Charan Patnaik.png

ଜନ୍ମ ଓ ଜନ୍ମସ୍ଥାନ

୨୩ ଡିସେମ୍ବର ୧୮୯୭

ବାଙ୍କୀ, କଟକ ଜିଲ୍ଲା, ଓଡ଼ିଶା

ମୃତ୍ୟୁ

୨୪ ଜୁଲାଇ ୧୯୭୮ (ବୟସ ୮୦)

ଭାଷା

ଓଡ଼ିଆ

ବିଷୟ

ନାଟକ, ଓଡ଼ିଶୀ ସଙ୍ଗୀତ, ଗପ, ଏକାଙ୍କିକା, କବିତା

ସାହିତ୍ୟର ଆନ୍ଦୋଳନ

ଓଡ଼ିଆ ନାଟ୍ୟ

ସାହିତ୍ୟ କୃତି

ଓଡ଼ିଶା ଥିଏଟର୍ସ

ପୁରସ୍କାର

କେନ୍ଦ୍ର ସାହିତ୍ୟ ଏକାଡ଼େମୀ ପୁରସ୍କାର (୧୯୭୭)

ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀ ପୁରସ୍କାର (୧୯୭୧)

ଜ୍ଞାତି କୁଟୁମ୍ବ

ଶ୍ୟାମାମଣି ପଟ୍ଟନାୟକ

ଦସ୍ତଖତ

Similar questions