ଗୋଟିଏ ସ୍କୁଲରେ ଯେତେ ଜଣ ଛାତ୍ର ଥିଲେ, ପ୍ରତ୍ୟେକ ସେତୋଟି ଲେଖାଏଁ 50 ପଇଶି ଦେବାରୁ ମୋଟ 1250 ଟଙ୍କା ଚାନ୍ଦା ଅସୁଲ ହେଲା । ସ୍କୁଲର ଛାତ୍ର ସଂଖ୍ୟା କେତେ ?
Answers
Answered by
2
Answer:
୧ଟଙ୍କା =୧୦୦ ପଇସା
ତେଣୁ ୧୨୫୦ ଟଙ୍କା =୧୨୫୦×୧୦୦=୧୨୫୦୦୦
୫୦ ପଇସା ଦେଲେ ଜଣେ ଛାତ୍ର
୧୨୫୦୦୦ ଦେବେ ୧୨୫୦୦୦/୫୦= ୨୫୦୦ ଛାତ୍ର
ତେଣୁ ବିଦ୍ୟାଳୟର ଛାତ୍ର ସଂଖ୍ୟା ୨୫୦୦ ଅଟେ
(ଆଶା କରୁଛି ଏହା ସାହାଯ୍ୟ କରିବ)
Step-by-step explanation:
Hope it help you,Have a good day and please mark me as brainy......
Similar questions