Math, asked by jyotirmayeenayak827, 6 months ago

ଗୋଟିଏ ଶ୍ରମିକକୁ ଦୈନିକ 50 ଟଙ୍କା ମଜୁରୀ ହାରରେ 15 ଦିନପାଇଁ ଏବଂଦିନେ ଅନୁପସ୍ଥିତ ହେଲେ ତାକୁ 25 ଟଙ୍କା
ଜୋରିମାନାଦେବାକୁ ହୁଏ । ତାକୁ ଯଦି 375 ଟଙ୍କା ମିଳେ ତେବେ ସେ କେତେଦିନ କାମ କରିଥିଲା ​

Answers

Answered by malati05071981
2

Answer :-

ମନେକର ଶ୍ରମିକ ଟି ଅନୁପସ୍ଥିତ ରହେ = x ଦିନ

ଶ୍ରମିକ ଟି କାମ କରିବାକୁ ଆସେ = 15-x ଦିନ

ଶ୍ରମିକଟିକୁ କାମ କରିବା ପାଇଁ ମିଳୁଥିବା ଟଙ୍କା = 50 (15- x)

ଦିନେ ଅନୁପସ୍ଥିତ ହେଲେ ତାକୁ ଜରିମାନା ଦେବାକୁ ହୁଏ = 25 x ଟ.

ପ୍ରସ୍ନନୁସାରେ, 375=50(15-x)-25x

=>375=750 - 50x -25x

=>375 - 750 = -75x

=> -375 = -75x

=>75x = 375

=> x = 375/75= 5

ତାକୁ ଯଦି 375 ଟଙ୍କା ମିଳେ ତେବେ ସେ 5 ଦିନ କାମ କରିଥିଲା.

Similar questions