Math, asked by gayadharmalik750, 3 months ago

ଗୋଟିଏ ସିଲିଣ୍ଡରର ଘନଫଳ ୨504 ଘନସେ.ମି.ଓ ବକୁ ପୃଷ୍ଠର କ୍ଷେତ୍ରଫଳ 1584 ବର୍ଗ ସେମି. । ସିଲିଣ୍ଡରର
ଉଚ୍ଚତା ନିର୍ଣ୍ଣୟ କର ।​

Answers

Answered by ᎪɓhᎥⲊhҽᏦ
48

Answer:

ସମାଧାନ :

ମନେକର ସିଲିଣ୍ଡରର ଭୂମିର ବ୍ୟାସାର୍ଦ୍ଧ = ୮ ସେ.ମି.

ଉଚ୍ଚତା = h ସେ.ମି.

ସିଲିଣ୍ଡରର ଆୟତନ =πr²h = 9504 ଘ.ସେ.ମି.,----(1)

ସିଲିଣ୍ଡରର ବଜ୍ରପୃଷ୍ଠତଳର କ୍ଷେତ୍ରଫଳ = 2πrh = 1584 ବର୍ଗସେମି ---(2)

1 କୁ 2 ଦ୍ବାରା ଭାଗକଲେ

\implies\tt\dfrac{\pi r^{2} h }{2\pi rh }  =  \dfrac{9504}{1584}

\implies\tt\dfrac{ \cancel\pi  {r}^ { \cancel2}  \cancel{h} }{2 \cancel{\pi rh} }  =  \dfrac{ \cancel{9504} \:  \:  \:  \: 6}{ \cancel{1584} \:  \:  \:  \: 1}

 \implies \tt \:  \dfrac{r}{2}  = 6

 \implies \tt \: r = 12 \:

ପୁନଶ୍ଚ

\implies\tt \: 2\pi rh = 1584

 \implies \tt \: 2 \times  \dfrac{22}{7}  \times 12 \times h = 1584

 \implies \tt \: h \:  =  \dfrac{1584 \times 7}{44 \times 12}

 \implies \tt \: h = 21

ସିଲିଣ୍ଡରର ଉଚ୍ଚତା 21 ସେ.ମି. ।

ᎪɓhᎥⲊhҽᏦ ( Brainly.in)

Thank you :)

Similar questions