Math, asked by bhaisalllu21, 8 months ago

6.
ଦୁଇଟି ସଂଖ୍ୟାର ସମଷ୍ଟି, ସେମାନଙ୍କ ବିୟୋଗଫଳର 4 ଗୁଣ ଏବଂ ସଂଖ୍ୟା ଦୁଇଟିର ଯୋଗଫଳ 8 । ତେବେ
ସଂଖ୍ୟା ଦୁଇଟି କେତେ ?​

Answers

Answered by debiprasaddas9824
1

1.ମନେକର ବିୟୋଗଫଳ =X

ଯୋଗଫଳ=୪X

ପ୍ରଶ୍ନ ଅନୁଯାୟୀ =୪X=୮

ତେବେ X=୮/୪=୨

➡ଯୋଗଫଳ =୮

ବିୟୋଗଫଳ=୨

■ ତେବେ ଦୁଇଟି ସଂଖ୍ୟା ହେଲା =

ସାନ ସଂଖ୍ୟା =ଦୁଇଟି ସଂଖ୍ୟା ର ଯୋଗଫଳ-ଦୁଇଟି ସଂଖ୍ୟା ର ବିୟୋଗଫଳ/୨

=୮-୨/୨=୩

●ସାନ ସଂଖ୍ୟା ୩

ବଡ଼ ସଂଖ୍ୟା=୮-୩=୫

ଧନ୍ୟବାଦ,

ଆପଣଙ୍କୁ ଯଦି ମୋର ଉତ୍ତର ଭଲ ଲାଗିଲା ତେବେ ମୋତେ ନିଶ୍ଚୟ brainlist select କରନ୍ତୁ । ମୋ ସହିତ ଯୋଗାଯୋଗ କରନ୍ତୁ

Similar questions