ଜଣେ ଦୋକାନୀ ଗୋଟିଏ ବିଛଣାଚଦରକୁ 640 ଟଙ୍କାରେ ବିକ୍ରୟ କରି 28% ଲାଭ କଲା । ଚଦରଟିର କ୍ରୟ ମୂଲ୍ୟ
ନିର୍ଣ୍ଣୟ କର ।
Answers
Answered by
4
Answer:
ବିକ୍ରି ମୂଲ୍ଯ=640 ଟଙ୍କା
ଲାଭ = 28%
କ୍ରୟ ମୂଲ୍ଯ = (ବିକ୍ରି ମୂଲ୍ଯ ×100)/(100+%ଲାଭ)
= 640×100 /(100+28)
= 64000÷128 =500
କ୍ରୟ ମୂଲ୍ଯ = 500 ଟଙ୍କା
Similar questions
English,
6 months ago
Social Sciences,
6 months ago
Math,
11 months ago
Environmental Sciences,
11 months ago
English,
1 year ago
Physics,
1 year ago