ଜଣେ ବ୍ୟକ୍ତି A ସ୍ଥାନରୁ ବାହାରି ପୂର୍ବ ଦିଗକୁ 50 ମିପ ଗତି କଲାପରେ ସେଠାରୁ ଉତ୍ତର ଦିଗକୁ 12୦ ମିଟର। ଗତି କରି B ନାମକ ସ୍ଥାନରେ ପହଞ୍ଚିଲେ । A ଠାରୁ B ର ଦୂରତା କେତେ
Answers
Answered by
1
Step-by-step explanation:
ମନେକର A ସ୍ଥାନରୁ ବାହାରି ପୂର୍ବ ଦିଗକୁ 50 ମି ଗତିକରି O ସ୍ଥାନରେ ପହଞ୍ଚିଲା
=> OA=50 ମି
ତାପରେ O ସ୍ଥାନ ରୁ ବାହାରି ଉତ୍ତର ଦିଗକୁ 120 ମି ଗତିକରି B ସ୍ଥାନରେ ପହଞ୍ଚିଲା
=> OB=120 ମି
ଅତଏବ AOB ଏକ ସମକୋଣୀ ତ୍ରିଭୁଜ
ପିଥାଗୋରସ୍ ଉପପାଦ୍ୟ ଅନୁସାରେ
OA²+OB²=AB²
50²+120²=AB²
2500+14400=AB²
100(25+144)=AB²
100(169)=AB²
10(13)=AB
=> AB= 130
ଅତଏବ A ଠାରୁ B ର ଦୂରତା 130 ମି
Please Mark Me as Brainlist
Answered by
0
Answer:
Step-by-step explanation:
Similar questions