English, asked by pradhanmahendra363, 3 months ago

୨୮. କେଉଁ ସମ୍ପର୍କଟି ଅଲଗା ?
(A) କାର : ରାସ୍ତା
(B) ରକେଟ୍ : ମହାକାଶ
(C) ଜାହାଜ : ସମୁଦ୍ର
D) ଉଡ଼ାଜାହାଜ : ପାଇଲଟ​

Answers

Answered by BrainlyArnab
0

Answer:

D) ଉଡ଼ାଜାହାଜ : ପାଇଲଟ

Explanation:

କାହିଁକି ବାକି ତୀନ ଟା ଜୋଡି ରେ ଗାଡି ଆଉ (:) ପରେ ଗାଡ଼ି କୋଉଠି ଚାଲେ ଏଇଟା ଲେଖା ଅଛି ପରନ୍ତୁ ଚତୁର୍ଥ ଜୋଡି ରେ ଗାଡି ଆଉ ଗାଡ଼ି ଚଳେଇବା ବାଲା ର‌ ନା ଲେଖା ଅଛି

ସେଥିପାଇଁ ଚତୁର୍ଥ ସମ୍ପର୍କ ଅଲଗା ଅଛି

ଆଶା କରୁଛି ଏହି ଉତ୍ତର ଆପଣ କୁ ସାହାଯ୍ୟ କରିବ।

Similar questions