ଆମ ବିଶ୍ବରେ ଜୈବବିବିଧତା ବହୁଳ ତଥା ଅନେକ ସ୍ଥାନିକ ପ୍ରଜାତି (Endemic Species) ବାସ କରୁଥିବା ଏପର୍ଯ୍ୟନ୍ତ ସମୁଦାୟ 36ଟି ଅଞ୍ଚଳକୁ ଚିହ୍ନଟ କରାଯାଇଛି ଯାହାକୁ ଜୈବବିବିଧତା ହଟସ୍ପଟ୍ (Biodiversity Hotspot) କହନ୍ତି I ଆମ ଦେଶରେ ସମୁଦାୟ କେତୋଟି ଏବଂ କେଉଁଠି କେଉଁଠି ଜୈବ-ବିବିଧତା ହଟସ୍ପଟ୍ ମାନ ରହିଛି?
Answers
Answer:
ତୁ ଏକା ଆମ ସାହା ଭରସା ୨୦୦୬ରେ ମୁକ୍ତିଲାଭ କରିଥିବା ଓଡ଼ିଆ କଥାଚିତ୍ର । ସୁଶାନ୍ତ ସାହୁ ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲେ ଏବଂ କାହାଣୀ ରଚନା କରିଥିଲେ । ସୁବୋଧ ପଟ୍ଟନାୟକ ଏହି କଥାଚିତ୍ରଟିର ସଂଳାପ ରଚନା କରିଥିଲେ ।[୧][୨][୩] ଶକ୍ତି ବରାଳ ଏହି କଥାଚିତ୍ରଟିର ଚିତ୍ରନାଟ୍ୟ ରଚନା କରିଥିଲେ ଏବଂ ନିର୍ଦ୍ଦେଶନା ଦେଇଥିଲେ ।
ତୁ ଏକା ଆମ ସାହା ଭରସା
ନିର୍ଦ୍ଦେଶକ
ଶକ୍ତି ବରାଳ
ପ୍ରଯୋଜକ
ସୁଶାନ୍ତ ସାହୁ
ସଂଳାପ
ସୁବୋଧ ପଟ୍ଟନାୟକ
ଚିତ୍ରନାଟ୍ୟ
ଶକ୍ତି ବରାଳ
କାହାଣୀ
ସୁଶାନ୍ତ ସାହୁ
କଳାକାର
ସିଦ୍ଧାନ୍ତ ମହାପାତ୍ର, ଜ୍ୟୋତି ମିଶ୍ର, ମିହିର ଦାସ, ସୁରେଶ ବଳ, ଇଲୁ ବାନାର୍ଜୀ, ମୀନକେତନ
ସଙ୍ଗୀତ
ପ୍ରେମ ଆନନ୍ଦ
ଚିତ୍ରଗ୍ରହଣ
ଦିଲୀପ ରାୟ
ସମ୍ପାଦକ
ବିଜୟ ମିଶ୍ର
ମୁକ୍ତିଲାଭ ତାରିଖ
୨୦୦୬
ଦେଶ
ଭାରତ
ଭାଷା
ଓଡ଼ିଆ
ଏହି କଥାଚିତ୍ରଟିର ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ ସିଦ୍ଧାନ୍ତ ମହାପାତ୍ର, ଜ୍ୟୋତି ମିଶ୍ର, ମିହିର ଦାସ । ସୁରେଶ ବଳ, ଇଲୁ ବାନାର୍ଜୀ, ମହୁଆ ଭଟ୍ଟାଚାର୍ଯ୍ୟ, ମୀନକେତନ, ଅପରାଜିତା ମହାନ୍ତି, ରାଇମୋହନ ପରିଡ଼ା, ଜୟୀରାମ ସାମଲ, ବ୍ରଜ ସିଂହ, କୁନା ତ୍ରିପାଠୀ ଆଦି କଳାକାରମାନେ ଏହି କଥାଚିତ୍ରଟିର ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ ।
Explanation:
please mark me as Brainlist and folow me :)