Biology, asked by ranjankumarsahusahur, 1 month ago

ethanol कौन से कौन से कार्य में व्यवहार किया जाता है​

Answers

Answered by aayushpradhan884
0

ପ୍ରଶ୍ନବଳୀ

ନିର୍ଦ୍ଦିଷ୍ଟ ଉତ୍ତରମୂଳକ :

୧. ଏକପଦରେ ପ୍ରକାଶ କର

ରାବଣଙ୍କ ପୁତ୍ର

ପବନର ପୁତ୍ର

ବିନତାଙ୍କ ପୁତ୍ର

ଦଶରଥଙ୍କ ପୁତ୍ର

ସୁମିତ୍ରାଙ୍କ ପୁତ୍ର

କୁନ୍ତୀଙ୍କ ପୁତ୍ର

୨. ନିମ୍ନଲିଖିତ ଶବ୍ଦଗୁଡ଼ିକର ଦୁଇଟି ଲେଖାଏଁ ପ୍ରତିଶବ୍ଦ ଲେଖ ।

ଶିର, ରଜନୀ, ପ୍ରଭାତ, ଶତ୍ରୁ, ସମର

୩. ବ୍ୟାସବାକ୍ୟ ସହ ସମାସର ନାମ ଲେଖ। ନିର୍ଲଜ୍ଜ, ଦଣ୍ଡଧାରୀ, ସାନନ୍ଦ

୪. ପଠିତ କବିତା ଅବଲମ୍ବନରେ ଶୂନ୍ୟସ୍ଥାନ ପୂରଣ କର।

(କ) ପାଦେଶ ଟାଳିଲି ମୁଁ ଯେଡ଼େକ

(ଖ) ପାଣ୍ଡବେ ନୋହନ୍ତି ଯେ ଦ୍ରୋପତୀ

(ଗ) ଅଭିମନ୍ୟୁ ମଲା ନାଶଗଲା।

ବିସର୍ଜିଲା ମୃଧୁନା ଗଲା ଫାଟି

କ୍ଷୁଦ୍ର ଉତ୍ତରମୂଳକ :

୫. ମାନଗୋବିନ୍ଦ କିଏ ?

୬. ବୃଦକ୍ଷ ମାନଗୋବିନ୍ଦଙ୍କୁ କି ବାର୍ତ୍ତା ଦେଇଥିଲେ ?

୭. ଦୁର୍ଯ୍ୟୋଧନ ଅତ୍ୟନ୍ତ ଖୁସି ହେଲେ କାହିଁକି ?

୮. ମାନଗୋବିନ୍ଦ ଅଶସ୍ତମାଙ୍କୁ ପ୍ରଶଂସା କରିଥିବା ପାଦ ଦୁଇଟି କବିତାରୁ ବାଛି ଲେଖ।

୯. ଧୃଷ୍ଟଦ୍ୟୁମ୍ନ କିଏ ? ସେ କାହାର ଶତ୍ରୁ ଥିଲେ ?

୧୦. ଅଶସ୍ତମା ଭାର ଦେଖି ଦୃଦକ୍ଷ କ’ଣ କହିଲେ ?

୧୧. ଘଟୋତ୍କଚଙ୍କ ପିତାଙ୍କ ନାମ କ’ଣ ?

Answered by siddharthnair2705
1

Answer:

Ethanol is a chemical whichis used in disinfectant spray

Explanation:

PLEASE MARK ME AS BRAINLIEST

Similar questions