English, asked by renuraul000, 6 months ago

Exercise - 14
Translate into English:
ସାଧାରଣତଃ ଡିସେମ୍ବର ମାସରେ ଆମର ଏଠି ବର୍ଷା ହୁଏ ନାହିଁ । ତୁମର
ମୁଣ୍ଡବ୍ୟଥା ହେଉଛି କି ? ସବୁବେଳେ କଅଣ ତୁମର ମୁଣ୍ଡବ୍ୟଥା ହୁଏ ? ସେଦିନ
ମୋ ପାଖରେ ପଇସାଟିଏ ନଥିଲା । ତୁମର କାଲି ଛୁଟି ନଥିଲା ? ଏ ବିଷୟରେ
(on this matter) ତୁମର କିଛି କହିବାର ଅଛି ? ଭାଲୁର ଦାନ୍ତ ଅଛି ? ତୁମ
କୁକୁରର ଛୁଆ (pups) ହେଲାଣି ? ଏ ମାସଟା କଅଣ ୩୧ ଦିନ ? ସବୁ ମାସ
କଅଣ ୩୧ ଦିନ ? ତାଙ୍କ ଲେଖା ପଢ଼ିବାରେ ତୁମର କେବେ ଅସୁବିଧା ହୁଏ କି ?​

Answers

Answered by lakshya362
1

Answer:

We don't usually get rain here in December. Do you have a headache? Do you always have headaches? I didn't have any money that day. Didn't you have a holiday tomorrow? On this matter

Explanation:

this the answer

Similar questions