Economy, asked by sanjeebanparida, 6 months ago

ଦରଖାସ୍ତ
ପ୍ରଶ୍ନ:- ମାଉସୀଙ୍କ ବାହାଘର ଉତ୍ସବରେ ଯୋଗ ଦେବାପାଇଁ ତୁମେ ଚାରିଦିନ ବିଦ୍ୟାଳୟରେ ଅନୁପସ୍ଥିତ ରହିବ I ଏଥିପାଇଁ
ଛୁଟି ମଞ୍ଜୁର ନିମନ୍ତେ ପ୍ରଧାନ ଶିକ୍ଷୟିତ୍ରୀଙ୍କ ନିକଟକୁ ଦରଖାସ୍ତ ଲେଖ I


ସମ୍ମାନନୀୟା ଡି.ଏ.ଭି ପବ୍ଲିକ୍ ସ୍କୁଲ୍, ରାଜାବଗିଚାର ପ୍ରଧାନ ଶିକ୍ଷୟିତ୍ରୀ ମହୋଦୟା I
ବିଷୟ – ମାଉସୀଙ୍କ ବାହାଘର ଉତ୍ସବରେ ଯୋଗ ଦେବା ପାଇଁ ଛୁଟି ମଞ୍ଜୁର ନିମନ୍ତେ ଦରଖାସ୍ତ I
(ଶ୍ରେଣୀ ଶିକ୍ଷୟିତ୍ରୀଙ୍କ ଜରିଆରେ)

ମହାଶୟା,
ନିବେଦନର କାରଣ ଏହି କି ଯେ ମୁଁ, ପ୍ରଭାତ କୁମାର ମହାନ୍ତି, ଷଷ୍ଠ ଶ୍ରେଣୀ ‘ଘ’ ବିଭାଗର ଛାତ୍ର
ଅଟେ I ମୋ ମାଉସୀଙ୍କ ବାହାଘର ଆସନ୍ତା ତା୧୦.୧୨.୨୦ରିଖ ଦିନ ବାଲେଶ୍ଵରଠାରେ ଅନୁଷ୍ଠିତ ହେବ I
ମୁଁ ମୋ ପିତାମାତାଙ୍କ ସହିତ ଏହି ଉତ୍ସବରେ ଯୋଗ ଦେବାକୁ ଚାହୁଁଛି I ତେଣୁ ମୁଁ ତା୦୯.୧୨.୨୦ରିଖରୁ
ତା୧୨.୧୨.୨୦ରିଖ ପର୍ଯ୍ୟନ୍ତ ବିଦ୍ୟାଳୟରେ ଉପସ୍ଥିତ ରହିପାରିବି ନାହିଁ I
ଏଣୁ ବିନୀତ ଅନୁରୋଧ କରେ କି ଆପଣ ଦୟାକରି ମୋତେ ଉପରୋକ୍ତ ଦିନଗୁଡ଼ିକ ପାଇଁ ଛୁଟି ମଞ୍ଜୁର
କଲେ ମୁଁ ଆପଣଙ୍କ ନିକଟରେ ଚିର କୃତଜ୍ଞ ରହିବି I

କଟକ ଆପଣଙ୍କର ଆଜ୍ଞାଧୀନ ଛାତ୍ର,
ତା୦୩.୧୨.୨୦ରିଖ ପ୍ରଭାତ କୁମାର ମହାନ୍ତି
ଶ୍ରେଣୀ – ଷଷ୍ଠ (‘ଘ’ ବିଭାଗ)
ରୋଲ୍ ନମ୍ବର – ୧୫​

Answers

Answered by Nightwing78
1

Answer:

ସମ୍ମାନନୀୟା ଡି.ଏ.ଭି ପବ୍ଲିକ୍ ସ୍କୁଲ୍, ରାଜାବଗିଚାର ପ୍ରଧାନ ଶିକ୍ଷୟିତ୍ରୀ ମହୋଦୟା I

ବିଷୟ – ମାଉସୀଙ୍କ ବାହାଘର ଉତ୍ସବରେ ଯୋଗ ଦେବା ପାଇଁ ଛୁଟି ମଞ୍ଜୁର ନିମନ୍ତେ ଦରଖାସ୍ତ I

(ଶ୍ରେଣୀ ଶିକ୍ଷୟିତ୍ରୀଙ୍କ ଜରିଆରେ)

ମହାଶୟା,

ନିବେଦନର କାରଣ ଏହି କି ଯେ ମୁଁ, ପ୍ରଭାତ କୁମାର ମହାନ୍ତି, ଷଷ୍ଠ ଶ୍ରେଣୀ ‘ଘ’ ବିଭାଗର ଛାତ୍ର

ଅଟେ I ମୋ ମାଉସୀଙ୍କ ବାହାଘର ଆସନ୍ତା ତା୧୦.୧୨.୨୦ରିଖ ଦିନ ବାଲେଶ୍ଵରଠାରେ ଅନୁଷ୍ଠିତ ହେବ I

ମୁଁ ମୋ ପିତାମାତାଙ୍କ ସହିତ ଏହି ଉତ୍ସବରେ ଯୋଗ ଦେବାକୁ ଚାହୁଁଛି I ତେଣୁ ମୁଁ ତା୦୯.୧୨.୨୦ରିଖରୁ

ତା୧୨.୧୨.୨୦ରିଖ ପର୍ଯ୍ୟନ୍ତ ବିଦ୍ୟାଳୟରେ ଉପସ୍ଥିତ ରହିପାରିବି ନାହିଁ I

ଏଣୁ ବିନୀତ ଅନୁରୋଧ କରେ କି ଆପଣ ଦୟାକରି ମୋତେ ଉପରୋକ୍ତ ଦିନଗୁଡ଼ିକ ପାଇଁ ଛୁଟି ମଞ୍ଜୁର

କଲେ ମୁଁ ଆପଣଙ୍କ ନିକଟରେ ଚିର କୃତଜ୍ଞ ରହିବି I

କଟକ ଆପଣଙ୍କର ଆଜ୍ଞାଧୀନ ଛାତ୍ର,

ତା୦୩.୧୨.୨୦ରିଖ ଅର୍ମାନ ସ୍ବାଇଁ

ଶ୍ରେଣୀ – ନବମ (‘ଘ’ ବିଭାଗ)

ରୋଲ୍ ନମ୍ବର – ୧୫

Similar questions