India Languages, asked by pkjena431, 7 months ago

(ଗ) ୧୯୦୬ ଡିସେମ୍ବର ଛଅ ତାରିଖରେ ପ୍ରଥମ ଥର ପାଇଁ କେଉଁଠାରେ କଂଗ୍ରେସ ଅଧିବେଶନରେ
ତ୍ରିରଙ୍ଗା ପତାକା ଉଡ଼ାଯାଇଥିଲା ?
(i) ବମ୍ବେରେ (i) କଲିକତାରେ (ii) ଦିଲ୍ଲୀରେ (iv) ମାନ୍ଦ୍ରାଜରେ
(ଘ) ପ୍ରଥମ ତ୍ରିରଙ୍ଗା ପତାକାରେ କି କି ରଙ୍ଗ ଥିଲା ?
(i) ନାଲି, ନୀଳ, ହଳଦିଆ
(ii) କମଳା, ଧଳା, ସବୁଜ
(ii) ଲାଲ୍, ହଳଦିଆ, ସବୁଜ (iv) ଲାଲ୍, ଧଳା, ସବୁଜ
(ଡି) ଭାରତର ମହୀୟସୀ ମହିଳା ମାଡ଼ାମ୍ ଭୀକାବାଜୀ କାମା’ କ’ଣ ଥିଲେ ?
(i) ବୈଜ୍ଞାନିକ (ii) ଦେଶସେବକ (ii) ଚିକିତ୍ସକ । (iv) ରାଜନୀତିକ ବ୍ୟକ୍ତି
(ଚ) ଜାତୀୟ ପତାକାରେ ଥିବା ଅଶୋକ ଚକ୍ରରେ କେତୋଟି ଅର ଥାଏ ?
(i) ୨୦ଟି
(ii) ୨୨ଟି
(iii) ୨୪ଟି (iv) ୨୬ଟି
ଉ ।
(E) କେଉଁ ମସିହାରେ ଅଶୋକ ଚକ୍ର ଥିବା ପତାକାକୁ ଜାତୀୟ ପତାକା ଭାବରେ ସମ୍ମାନ ଦିଆଗଲା ?
(i) ୧୯୪୫ (ii) ୧୯୪୭ (iii) ୧୯୪୮ (iv) ୧୯୫୦​

Answers

Answered by ItzAnimeGirl
2

{\fcolorbox{puple}{pink}{{{★ ଉତ୍ତର ★}} }}

1- (i) କଲିକତାରେ

2- (i) କଲିକତାରେ

3- (i) ନାଲି, ନୀଳ, ହଳଦିଆ

4- (iv) ରାଜନୀତିକ

5-(iii) ୨୪ଟି

6- ???????

Similar questions