India Languages, asked by pkjena431, 4 months ago


(କ) ଜାତୀୟ ପତାକା ଓ ଜାତୀୟ ସଙ୍ଗୀତରୁ କ’ଣ ଜାଣିହୁଏ ?
(i) ଜାତିକୁ (ii) ଦେଶକୁ (iii) ରାଷ୍ଟ୍ରକୁ
(iv) ସ୍ଵାତନ୍ଧ୍ୟା
(ଖ) ଜାତୀୟ ପତାକା ଉଡ଼ୁଥିବାର ଦେଖିଲେ ନାଗରିକ ମନରେ ନିଜ ଦେଶ ପ୍ରତି କେଉଁ ଭାବ ଜାଗି
ଉଠିଥାଏ ?
(i) ଶ୍ରଦ୍ଧା ଓ ସ୍ନେହ
(ii) ପ୍ରେମ ଓ ଆନନ୍ଦ
(iii) ଭକ୍ତି ଓ ମମତା
(iv) ଭକ୍ତି ଓ ଶ୍ରଦ୍ଧା​

Answers

Answered by jahnavi7978
7

1. (iii) ରାଷ୍ଟ୍ରକୁ

2. (iv) ଭକ୍ତି ଓ ଶ୍ରଦ୍ଧା

Hope it helped u .

Answered by ItzAnimeGirl
3

{\fcolorbox{puple}{pink}{{{★ ଉତ୍ତର ★}} }}

1- (iii) ରାଷ୍ଟ୍ରକୁ

2- (iv) ଭକ୍ତି ଓ ଶ୍ରଦ୍ଧା

Similar questions