India Languages, asked by manojparidamuna1976, 4 months ago

ନିମ୍ନ ପ୍ରଦତ୍ତ ଶବ୍ଦ ବ୍ୟବହାର କରି ବାକ୍ୟ ଗଠନ
କର ।
ପବିତ୍ର, ଶ୍ରୀଚରଣ, ମହିମା, ମସ୍ତକ, ମହାତ୍ମା, ପୁଣ୍ୟବତୀ, ଅଧମ, ଅକ୍ଷମ
IT IS A ODIA LANGUAGE THOSE WHO ARE ODIAS PLEASE GIVE ME THE ANSWER THIS IS URGENT​

Answers

Answered by rashmikerketta1981
7

Explanation:

ପବିତ୍ର . ହିନ୍ଦୁ ମାନଙ୍କ ପବିତ୍ର ଗ୍ରନ୍ଥ ଗୀତା

ମସ୍ତକ . ମୁଁ ଆଜି ମସ୍ତକ ରେ ଚନ୍ଦନ ଲଗାଇଛି

ମହାତ୍ମା ଗାନ୍ଧୀ ଆମ ଦେଶ ର ଜାତୀୟ ପିତା

ପୁନ୍ୟ ବତି ଆମ ଭାରତ ମା।

ଅଧମ ଭାଷା ର ମହତ୍ତ୍ଵ ଜାଣେ ନାହିଁ

ଶ୍ରବଣ ଏହି କାମ କରିବା ପାଇଁ ଅକ୍ଷମ

ମୁଁ ଗୋଟେ ଓଡ଼ିଆ girl ।।।।।

answer by Pragyan

SO follow me plzzzzzz।

Similar questions