(IU
୩. ଗୋପାଳ ଟଙ୍କାରୁ ୩ ଟଙ୍କା ବିୟୋଗ କରି ନରସିଂହ ଟଙ୍କାରେ ୪ ଟଙ୍କା ଯୋଗ କଲେ,
ଗୋପାଳ ଟଙ୍କା ନରସିଂହ ଟଙ୍କାର ୨ ଗୁଣ ହେବ । ଯଦି ଦୁହିଁଙ୍କର ଟଙ୍କା ମିଶି ଟ. ୩୫ ହୁଏ
କାହାର ଟଙ୍କା କେତେ ?
କମ ?
Answers
Answered by
2
ମନେକର ଗୋପାଳ ର ଟଙ୍କା = x
ନରେଶର ଟଙ୍କା = y
ତେବେ ,
x+y= 35 → (1)
2(x-3)=y+4
2x-6= y+4
-x+2y-10=0 →(2)
(୧) ଆଉ (୨) ରୁ ଏହା ତଥ୍ୟ ମିଳୁଛି ଯେ
x+y-35=0
-x+2y-10=0
___________
3y-45=0
3y=45
y=45/3
y=⟩15
ନରେଶ ର ଟଙ୍କା = ୧୫
ତେବେ ଗୋପାଳ ର ଟଙ୍କା = ୩୫-୧୫= ୨୦
ଆଶା କରୁଛି ଏହା ତୁମକୁ ସାହାଯ୍ୟ କରିବା
Similar questions
Hindi,
4 months ago
Biology,
4 months ago
Chemistry,
9 months ago
Math,
9 months ago
Social Sciences,
1 year ago