Math, asked by sahuabhilipsa188, 1 month ago

m 4) ଅତୁଲ ତାଙ୍କ ଘରଠାରୁ 2 କିଲୋମିଟର ଦୂରରେ ଥିବା ବିଦ୍ୟାଳୟକୁ 25 ମିନିଟ
at ତାଙ୍କ ଘରଠାରୁ ଚାଲି ଚାଲି ଗଲେ । ସେଠାରେ ପହଞ୍ଚିବା ପରେ ସେ ଜାଣିବା।
Dy
ପାଇଲେ ଯେ ବିଦ୍ୟାଳୟରେ ଛୁଟି ଘୋଷଣା କରା ହୋଇଛି । ସେ ନିଜ ସାଙ୍ଗ ସହି
ସାଇକେଲ ଯୋଗେ ସମାନ ମାର୍ଗରେ 15 ମିନିଟରେ ଘରକୁ ଫେରିଥିଲେ
। କିଲୋମିଟର । ପ୍ରତି ଘଣ୍ଟାରେ ଅତୁଲଙ୍କ ହାରାହାରି ବେଗ ଏହା ଥିଲା
S.
A) 4.8
B) 6
C) 7
D) 7.2​

Answers

Answered by mousam8673
1

Answer:

ଟିକେ ଭଲରେ ପ୍ରଶ୍ନ କୁ ଲେଖ ,ଯାହା ଦ୍ଵାରା ଉତ୍ତର ଦେବାକୁ ସହଜ ହେବ

Similar questions