History, asked by dpsamal, 1 year ago

Open Challenge

ତୁମ ପାଇଁ ୩ଟି ପ୍ରଶ୍ନର ଉତ୍ତର ଦିଅ.......

ଯଦି ତୁମେ ୩ଟି ପ୍ରଶ୍ନର ଉତ୍ତର ଦେଇ ପାରିବ ଆମେ ତୁମକୁ Whatsapp ଆଉ ଫେସ୍ ବୁକ୍ ର master mimd ବୋଲି କହିବୁ

ପ୍ରଶ୍ନ ୧- ଜଣେ ବାପା ତାର ଝିଅକୁ ୧ ଗିଫ୍ଟିଦେଲେ ଆଉ କହିଲେ ଭୋକ ଲାଗିଲେ ଖାଇଦବୁ, ଶୋଷ ଲାଗିଲେ ପିଇଦବୁ, ସିତ ଲାଗିଲେ ନିଅଁ ଲଗେଇ ଦବୁ,
ବାପା ତାର ଝିଅକୁ କଣ ଗିଫ୍ଟି ଦେଇଥିଲେ..?

ପ୍ରଶ୍ନ ୨- ଏମିତି ଏକ ଜିନିଷ ଅଛି ଯାହା ଶୁଖିଲାରେ ୨କି.ଗ୍ରା , ଓଦାରେ ୧ କି.ଗ୍ରା ଆଉ ଜଳିଦେଲେ ୩ କି.ଗ୍ରା ଜିନିଷଟିର ନାମ କଣ..?

ପ୍ରଶ୍ନ ୩ - ବର୍ଷରେ ୧ ଥର, ମାସରେ ୨ ଥର,ସପ୍ତାହରେ ୪ ଥର ଆଉ ଦିନରେ ୬ ଥର କଣ ଆସୁଛି...?

ସବୁ ପ୍ରଶ୍ନର ଉତ୍ତର ଦିଅ..

ତୁମ ପାଖରେ ମାତ୍ର ଗୋଟିଏ ଦିନ ସମୟ ଅଛି ଦେଖିବା ତୁମେକେତେ ଅଧିକ Genius ଅଛି ଆଉ master mind ହେଇପାରୁଚ କି ନାହିଁ।

Reply Must
                                             '''''''''''''''''''''''''''''''''''''''''''''''''''''''''''''''''''''''''''''                   ସମସ୍ତଙ୍କୁ ଫାର୍ୱଡ଼ କର ଆଉ ଉତ୍ତର ପାଇଁ ତଲାଶ କର।

ତୁମେ ୨୪ ଘଣ୍ଟା ଭିତରେ ନିଜ ସାଙ୍ଗ ମାନଙ୍କ ପାଖକୁ ସେଣ୍ଡ୍ କର।  
                                            ତୁମ ସମୟ ଏବେଠାରୁ ଆରମ୍ଭ....
  
Whatsapp ରେ Expert ଅଛଯଦି ଉତ୍ତର ଦିଅ....

Answers

Answered by snehali10
4
coconut fast answer
Similar questions