India Languages, asked by pgiribala92khusi, 6 months ago


“ଖ” ବିଭାଗ
ବ୍ୟାକରଣ ଓ ବ୍ୟବହାରିକ ଜ୍ଞାନ :
P। (କ) ରବି’, ‘ବୃକ୍ଷ’, ‘ପୁଷ’ ଶବ୍ଦଗୁଡ଼ିକର ପ୍ରତିଶବ୍ଦ ଲେଖ ।
S (da) on coad​

Answers

Answered by n7065019
1

Answer:

It is odia language

ରବି = ସୂର୍ଯ୍ୟ, ତପନ, ଭାସ୍କର, ଦିନକର, ଦିବାକର, ଦିନନାଥ, ପ୍ରଭାକର, ଆଦିତ୍ୟ, ଦିନମଣି, ମିହିର, ସବିତା, ସହସ୍ରାଂଶୁ, ଅଂଶୁମାଳି, ମାର୍ତ୍ତଣ୍ଡ, ଭାନୁ, ବିକର୍ତ୍ତନ, ବିବସ୍ୱାନ

ବୃକ୍ଷ = ପାଦପ, ଦ୍ରୁମ, ତରୁ, ମହିରୁହ, ବିଟପୀ

Similar questions