India Languages, asked by aryanpanda2112, 1 month ago

patriotic poem in odia​


RajatPanwar706: hlo
aryanpanda2112: ha
aryanpanda2112: namaskar

Answers

Answered by RajatPanwar706
2

Explanation:

Odia's patriotic poem on mother only shows motherhood love for our Mother (called Maa in our local language). We are Odia people and we love our mother earth so much that the waves of the sea cannot stay without touching the beach.

Aame ehi post re share karuchhu duiti kabita jaha ki aamara matrubhumi upare aadharita. Odia sisu kabita, desha bhakti upare aadharita ehi kabita bodhe aapananku bahut bhala alagiba aasa karuchhi. Aapana aneka gudie kabita aama website odiashayari.online re pai paribe.


aryanpanda2112: namaskar
aryanpanda2112: au dhanyawad
aryanpanda2112: apana link da ku pathaidiontu
aryanpanda2112: Tamara web site odia shayari ro
aryanpanda2112: link??
aryanpanda2112: website pai
Answered by OoINTROVERToO
26

ଉପକ୍ରମ: ସାଧାରଣତଃ ପର୍ବ ବା ଉତ୍ସବଗୁଡିକ ସାମାଜିକ ଜୀବନକୁ ନୂତନ ଉତ୍ସାହ, ଉଦ୍ଦୀପନା ଓ ଚେତନା ପ୍ରଦାନ କରିଥାନ୍ତି । ସେହିପରି କେତୋଟି ମୁଖ୍ୟପର୍ବ ମଧ୍ୟରୁ ଦୀପାବଳୀ ଅନ୍ୟତମ । ଦୀପାବଳୀ ହେଉଛି ହିନ୍ଦୁମାନଙ୍କର ଏକ ପ୍ରମୁଖ ପର୍ବ । ପ୍ରତିବର୍ଷ ଭାରତ ସହିତ ଅନ୍ୟ ପ୍ରମୁଖ ଦେଶମାନଙ୍କରେ ମଧ୍ୟ ଏହା ମହାଆଡମ୍ବରରେ ପାଳନ କରାଯାଏ । କାର୍ତ୍ତିକ ମାସ କୃଷ୍ଣପକ୍ଷ ଅମାବାସ୍ୟା ଦିନ ଦୀପାବଳୀ ଉତ୍ସବ ପାଳିତ ହୁଏ

ଦୀପାବଳୀର ପୃଷ୍ଠଭୂମି: ଭାରତରେ ପାଳନ କରାଯାଉଥିବା ପ୍ରତ୍ୟେକ ପର୍ବ ସହିତ କୌଣସି ନା କୌଣସି ପୌରାଣିକ ଘଟଣାବଳୀ ସମ୍ପୃକୁ । କଥୁତ ଅଛି, ଏହିଦିନ ପ୍ରଭୁ ରାମଚନ୍ଦ୍ର, ଲକ୍ଷ୍ମଣ ଓ ମାତା ସୀତା ଚଉଦ ବର୍ଷ ବନବାସ ସମାପ୍ତ କରି ଅଯୋଧ୍ୟାକୁ ଫେରିଥିଲେ । ରାମଚନ୍ଦ୍ରଙ୍କ ଆଗମନରେ ଅଯୋଧ୍ୟାବାସୀ ଦ୍ବାରେ ଦ୍ରାରେ ଦୀପ ଜାଳି ତାଙ୍କ ସ୍ବାଗତ କରିଥିଲେ । ଏହି ଦିନଟିକୁ ମନେରଖୁବା ପାଇଁ ଦୀପାବଳୀ ପର୍ବ ପାଳନ କରାଯାଏ

Similar questions