English, asked by Donotmind, 11 months ago

ଦୈନନ୍ଦିନ ଜୀବନରେ phର ଗୁରୁତ୍ବ
। ଉଭିଦ ଓ ପ୍ରାଣୀଗୁଡ଼ିକ ph ସଚେତନ କି ?
Only answer if you know

Otherwise it will be reported.​

Answers

Answered by subratkumarrout05
3

Answer:

Hey Mate Here is your ans

ଆମ ଶରୀର pH 7.0 ରୁ 7.8 ପରିସରରେ କାମ

। କରିଥାଏ । ଜୀବ ଓ ଉଭିଦଗୁଡିକ (Living organisms)

କେବଳ ଏକ ସଂକୀର୍ଷ pH ପରିସରରେ ବଞ୍ଚି ପାରନ୍ତି । ବର୍ଷା

ଜଳର ph5.ରୁ କମ୍ ହୋଇଥିଲେ ତାକୁ ଅମ୍ନବର୍ଷା" (Acid

rain) ବୋଲି କହନ୍ତି । ଏହି "ଅମୃବର୍ଷା ପାଣି ଯେତେବେଳେ

ବୋହି ଯାଇ ନଦୀ ଜଳରେ ମିଶେ, ନଦୀ ଜଳର ph

କମିଯାଏ । ଏପରି ନଦୀରେ ଜଳଚର ଜୀବ' (Aquatic

life) ମାନଙ୍କର ବଞ୍ଚି ରହିବା କଷ୍ଟକର ହୋଇପଡେ ।

Please mark me as brainlist.

Answered by salilakumarrout
2

Generally ph is a scale for compairing base and salt.

Mark me as brainlist.

Similar questions