Computer Science, asked by bulumeher1401, 11 months ago

Qstn for all

ଜଣେ ଜ୍ୱାଇଁ ତା ଶଶୁର ଙ୍କୁ ଫୋନ କରି କହିଲା ଯେ, ସେ ମାସ ର 1ରୁ 31 ତାରିଖ ଭିତରେ କୌଣସି ଦିନ ତାଙ୍କ ଘରକୁ ଯିବ, ହେଲେ ସେ ଯୋଉ ତାରିଖ ଦିନ ଯିବ, ତାକୁ ସେତିକି ଗ୍ରାମ ର gold ଦେବାକୁ ପଡିବ.

ତା ପର ଦିନ ଶଶୁର ବଣିଆ ପାଖକୁ ଗଲା ଆଉ 1 ରୁ 31 ଗ୍ରାମ ର gold ତିଆରି କରିବା ପାଇଁ କହିଲା. ହେଲେ ବଣିଆ math ରେ ବହୁତ ଷ୍ଟ୍ରଙ୍ଗ ଥିଲା, ସେ ତାକୁ ମାତ୍ର 5 ଟି gold ର ଗିନି ତିଆରି କରିକି ଦେଲା, ଆଉ କହିଲା ତୁମେ ଏଇ 5 ଟାକୁ ନେଇକି ଯା. ତୁମ ଜ୍ୱାଇଁ 1ରୁ 31 ମଝିରେ ଯୋଉ ଦିନ ବି ଆସିବେ ତୁମ କାମ ହେଇ ଯିବ. ଏବେ ଆପଣ ଙ୍କୁ କହିବାକୁ ପଡିବ ଯେ ସେ 5 ଟି ଗିନି କୋଉ କୋଉ ଗ୍ରାମ ର ତିଆରି କରିକି ଦେଲା...........​

Answers

Answered by AnjuKaushik
0

Answer:

ಪೌಡೌಏಢಝಡಝಫೌಪಾಶ ಓಢಷಡಡ ಫ ಫ ಬಾ ಎಂದು ಇಬ್ಬರು ಕೈ ಹಾಕಿ ಅವಳ ತನಿ ಆವರ್ತನ ಶ್ರೇಣಿ ಗಳಿಸಿ ಡಿಪ್ಲೊಮ ಈ ಬಗ್ಗೆ ಗಮನ ಹರಿಸಲು ಸಾಧ್ಯವಾಗುವಂತೆ ಈ ಜೋಡಿ ಚಲನಚಿತ್ರದ ಬಗ್ಗೆ ಮಾಹಿತಿಗೆ ಧನ್ಯವಾದಗಳು ಅಗ್ನಿ ಶಾಮಕ ದಳ ಶಾಖೆ ಉದ್ಘಾಟನೆ ಮತ್ತು ಅವರ ಪತ್ನಿ ಮತ್ತು ಮಕ್ಕಳು ಈ ಬಗ್ಗೆ ಮಾಹಿತಿಗೆ ಸಂಪರ್ಕಿಸಿ ಅವರ ಪತ್ನಿ ಎ ಈ ರೀತಿ ಇದೆ ನಾನು ಮತ್ತು

Similar questions