Qstn for all
ଜଣେ ଜ୍ୱାଇଁ ତା ଶଶୁର ଙ୍କୁ ଫୋନ କରି କହିଲା ଯେ, ସେ ମାସ ର 1ରୁ 31 ତାରିଖ ଭିତରେ କୌଣସି ଦିନ ତାଙ୍କ ଘରକୁ ଯିବ, ହେଲେ ସେ ଯୋଉ ତାରିଖ ଦିନ ଯିବ, ତାକୁ ସେତିକି ଗ୍ରାମ ର gold ଦେବାକୁ ପଡିବ.
ତା ପର ଦିନ ଶଶୁର ବଣିଆ ପାଖକୁ ଗଲା ଆଉ 1 ରୁ 31 ଗ୍ରାମ ର gold ତିଆରି କରିବା ପାଇଁ କହିଲା. ହେଲେ ବଣିଆ math ରେ ବହୁତ ଷ୍ଟ୍ରଙ୍ଗ ଥିଲା, ସେ ତାକୁ ମାତ୍ର 5 ଟି gold ର coin ତିଆରି କରିକି ଦେଲା, ଆଉ କହିଲା ତୁମେ ଏଇ 5 ଟାକୁ ନେଇକି ଯା. ତୁମ ଜ୍ୱାଇଁ 1ରୁ 31 ମଝିରେ ଯୋଉ ଦିନ ବି ଆସିବେ ତୁମ କାମ ହେଇ ଯିବ. ଏବେ ଆପଣ ଙ୍କୁ କହିବାକୁ ପଡିବ ଯେ ସେ 5 ଟି gold coin କୋଉ କୋଉ ଗ୍ରାମ ର ତିଆରି କରିକି ଦେଲା...........
Answers
Answered by
4
Answer:
A son-in-law called his father-in-law and said that he would go to his house any day between the 1st and 31st of the month, but he would have to pay the same amount of village gold on the day he went.
The next day, the father-in-law went to Bania and asked him to make 1 to 31 grams of gold. However, Bania was very strong in math, she made him only 5 gold coins, and said, "Take these 5 golds." Whatever day your son-in-law comes between 1 and 31, your work will be done. Now you have to say that he made 5 gold coins in Kou Kou village ...........
Answered by
19
Answer: Answer is-1,2,4,8,16
Step-by-step explanation:
Similar questions