Math, asked by khushimh1460, 11 months ago

➡️... *Qstn for all*...❓*ଜଣେ ଜ୍ୱାଇଁ ତା ଶଶୁର ଙ୍କୁ ଫୋନ କରି କହିଲା ଯେ, ସେ ମାସ ର 1ରୁ 31 ତାରିଖ ଭିତରେ କୌଣସି ଦିନ ତାଙ୍କ ଘରକୁ ଯିବ, ହେଲେ ସେ ଯୋଉ ତାରିଖ ଦିନ ଯିବ, ତାକୁ ସେତିକି ଗ୍ରାମ ର gold ଦେବାକୁ ପଡିବ।**ତା ପର ଦିନ ଶଶୁର ବଣିଆ ପାଖକୁ ଗଲା ଆଉ 1 ରୁ 31 ଗ୍ରାମ ର gold ତିଆରି କରିବା ପାଇଁ କହିଲା. ହେଲେ ବଣିଆ math ରେ ବହୁତ ଷ୍ଟ୍ରଙ୍ଗ ଥିଲା, ସେ ତାକୁ ମାତ୍ର 5 ଟି gold ର coin ତିଆରି କରିକି ଦେଲା, ଆଉ କହିଲା ତୁମେ ଏଇ 5 ଟାକୁ ନେଇକି ଯା. ତୁମ ଜ୍ୱାଇଁ 1ରୁ 31 ମଝିରେ ଯୋଉ ଦିନ ବି ଆସିବେ ତୁମ କାମ ହେଇ ଯିବ. ଏବେ ଆପଣ ଙ୍କୁ କହିବାକୁ ପଡିବ ଯେ ସେ 5 ଟି gold coin କୋଉ କୋଉ ଗ୍ରାମ ର ତିଆରି କରିକି ଦେଲା...........*​

Answers

Answered by palokkumarpatro680
0

Step-by-step explanation:

we have 1 and 2,if we add both we get 3...But we can not get 4 from that two, so we require 4 gram cup... then from 1, 2 and 4 gram cups we can get 5,6 and 7 grams of weight but not 8 grams, so now we want 8 gram cup... And, from the cups of 1, 2, 4 and 8 grams we can get 9,10,11,12,13 and 14 grams of weight but not 16 grams, so we want 16 gram cup now. Rest of the weights till 31 we can get from the cups of 1,2,4,8 and 16 grams.

Similar questions