Translate into English: ବରଫ ଖରାରେ ତରଳିଯାଏ । ମହୁ ମିଠା ଲାଗେ । ସେ ନିଦରେ କଥା କହନ୍ତି । ଏହି ପରିବାର ସମୁଦ୍ର ନିକଟରେ ବାସ କରନ୍ତି । ତାଙ୍କ କୁକୁର ରାତିଯାକ (all night) ଭୁକେ । ଲୋକେ ବୈଶାଖ ମାସରେ ଆମ ତୋଳନ୍ତି (pick) । ଏ ରାସ୍ତା ଷ୍ଟେସନକୁ ଯାଇଛି । ତୁମର ନୂଆ ଘରକୁ ଯାଉନାହଁ (move) କାହିଁକି ? ମୁଁ ଏହି ପାଠାଗାର ପାଇଁ ପାଞ୍ଚଶହ ଟଙ୍କା ଦାନ କରୁଛି (donate) । ମୁଁ କୃତଜ୍ଞତା ସହ ଏହି ଦାନ ଗ୍ରହଣ କରୁଛି । ସେ ସାଧାରଣତଃ କଫି ପିଅନ୍ତି, କିନ୍ତୁ ଏବେ ଚା’ ପିଉଛନ୍ତି । ସାଧାରଣତଃ ସେର ସ୍ତ୍ରୀଲୋକମାନେ ଟୋପି (hat) ପିନ୍ଧନ୍ତି ନାହିଁ । କୋଟା କାହିଁକି ପିନ୍ଧୁନାହଁ ? ଭାରି ଥଣ୍ଡା ହେଉଛି । ସେଓଟିଏ ଗଛରୁ ତଳେ (to the ground) ପଡ଼େ କାହିଁକି ? ଉପରକୁ କାହିଁକି ଯାଏ ନାହିଁ ? ଏ ଗାଁକୁ ସପ୍ତାହରେ ତିନିଥର ଡାକ (post) ଆସେ । ତରକାରି ଟା ରାଗ ଲାଗୁଛି । କୋଇଲିମାନେ ବସା ତିଆରି କରନ୍ତି ନାହିଁ, ସେମାନେ ଅନ୍ୟ ପକ୍ଷୀମାନଙ୍କର ବସା ବ୍ୟବହାର କରନ୍ତି । ସେ ସବୁ ଛୁଟି ପୁରୀରେ କଟାନ୍ତି, ମାତ୍ର ଏ ଛୁଟିଟା ଘରେ କଟାଉଛନ୍ତି । ତୁମେ ବ୍ୟବହାର ଜାଣ ନାହିଁ । ଏ ମଟରଗାଡ଼ିଟା ଗୋଟାଏ ବିଚିତ୍ର ଶବ୍ଦ କରୁଛି ।” ଏଇଟା ସବୁବେଳେ ଏମିତି ଶବ୍ଦ କରେ ।””
Answers
The ice melts in the heat. The honey tastes sweet. He sleeps. The family lives near the sea. His dog is hungry all night. People pick us up in the month of Baishakh. This road has gone to the station. Why not move to your new home? I am donating five hundred rupees to this library.I gratefully accept this donation. He used to drink coffee, but now he drinks tea. Usually, women do not wear a hat. Why not quota? It's getting cold. Why does it fall to the ground? Why not go upstairs? The village receives three postings a week.The vegetables are raging. Coyotes do not make nests, they use other birds' nests. He spends all his holidays in Puri, but he spends his holidays at home. You don't know how to use it. "It simply came to our notice then. That's the decent thing to do, and it should end there. "
Translated into english
Please mark me brainliest