India Languages, asked by manojparidamuna1976, 5 months ago

write five lines on ଭାତୃତ୍ବ (ଭାଇଚାରା)​

Answers

Answered by Anonymous
1

Answer:

୧ ଧର୍ମ ବର୍ଣ୍ଣ ନିର୍ବିଶେଷରେ ମିଳିମିଶି ରହିବାକୁ ଭାଇଚାରା କୁହାଯାଏ

: ଏହା ଯୋଗୁଁ ସମାଜ ରେ ଏକତା ବଜାୟ ରୁହେ

: ସମସ୍ତେ ମିଳିମିଶି କାମକରିଲେ ସମାଜର ଉନ୍ନତି ହୁଏ

: ଭାଇଚାରା ସମସ୍ତ ସମ୍ପର୍କ ଠାରୁ ଉର୍ଦ୍ଧରେ

: ଭାରତରେ ଭାଇଚାରା ଅପୂର୍ବ ନିଦର୍ଶନ ଦେଖାଯାଏ

Hope it helps you,please mark me as braniest.......

Are you from odisha......I'm also from odisha...

Similar questions