(୧x୧୨=୧୨)
୧. ଗୋଟିଏ ଲେଖାଏଁ ବାକ୍ୟରେ ଉତ୍ତର ଦିଅ ।
କ) ସିପାହୀ ବିଦ୍ରୋହ କେବେ ହୋଇଥିଲା ?
ଖ) ITDC ର Full Form ଲେଖି ?
ଗ) “କ୍ଷୀର ଚୋରା ଗୋପୀନାଥ ମନ୍ଦିର” କେଉଁ ଜିଲ୍ଲାରେ ଅବସ୍ଥିତ ?
ଘ) ଭାରତର ବୃହତ୍ତମ ଗୁମ୍ଫା ମନ୍ଦିରର ନାମ କ'ଣ ?
ବନ୍ଦୀର ଆତ୍ମକଥା’ ର ଲେଖକ କିଏ ?
ଚ) ବଲ୍ଲଭ ଭାଇ ପଟେଲ ଷ୍ଟାଡିୟମ ଆମ ଦେଶର କେଉଁଠାରେ ଅବସ୍ଥିତ ?
ଛ) ଥର୍ମୋମିଟରର ଉଭାବକ କିଏ ?
ଚାମୁଣେଶ୍ବରୀ ମନ୍ଦିର
ଗ) ନର୍ମଦା ନଦୀର ଉଦ୍ଗମସ୍ଥଳ ........... ଅଟେ ।
ଘ) ଚିତ୍ରକୁଟ -... ନଦୀକୂଳରେ ଅବସ୍ଥିତ ।
୩. ଉପଯୁକ୍ତ ସମ୍ପର୍କ ଦେଖୁ ସ୍ତମ ମିଳନ କର । (୧୩=୩)
‘କୁ' ସ୍ତମ୍ଭ
ଶିବଗଙ୍ଗା
ମେଶ୍ବର
ଶୃଙ୍ଗେରୀ
ଦକ୍ଷିଣର କାଶୀ
ନଦୀ
ଦ୍ଵାରକା
୪, ଗୋଟିଏ ଶବ୍ଦରେ ଉର ଲେଖ ।
(୧୩=୩)
କ) କୁଅଁର ଉଦୟ ସିଂହଙ୍କ ରକ୍ଷାପାଇଁ ନିଜ ପୁତ୍ରର ବଳିଦାନ ଦେଇଥିବା
ବିଶ୍ବାସିନୀ ମହିଳା -
ଖ) ଶ୍ରୀ ରାମକୃଷ୍ଣ ପରମହଂସଙ୍କ ଧର୍ମପତ୍ନୀ
ଗ) ମନୁସ୍କୃତିର ରଚୟିତା -
୫. ଠିକ୍ ବା ଭୁଲ ଚିହ୍ନ ଦିଅ ।
(୧x୩=୩)
କ) ପୁରାତନ ଭାରତୀୟ ସଂସ୍କୃତିର ଗାଥା ବହନ କରୁଥିବା ଫୁଲ କେତକୀ
ଅଟେ ।
ଖ) ଦୀପକୁ ଆଲୋକ ଓ ଜ୍ଞାନର ପ୍ରତୀକ ରୂପେ ବ୍ୟବହାର କରାଯାଏ ।
ଗ) ଭଗବାଳକୁ ଅରୁଣକେତୁ କୁହାଯାଏ ।
***
ଜ) ଭାରତର ସ୍ଥଳସେନା ମୁଖ୍ୟଙ୍କ ନାମ କ'ଣ ?
ଝି) ସମ୍ପୂର୍ଣ୍ଣ ସ୍ୱଦେଶୀ ଜ୍ଞାନ କୌଶଳରେ ନିର୍ମିତ କ୍ରିକ କ୍ଷେପଣାସ୍ତ୍ର ଭଦ୍ରକ ଜିଲ୍ଲାର
କେଉଁଠାରୁ ଉତ୍କ୍ଷେପଣ କରାଯାଇଛି ?
8) ଚଳିତ ବର୍ଷ ଜାତୀୟ କ୍ରୀଡ଼ା ଦିବସରେ କେଉଁ ପୁରୁଷ କ୍ରିକେଟର ରାଜୀବ
ଗାନ୍ଧୀ ଖେଳରତ୍ନ ପୁରସ୍କାର ପାଇଛନ୍ତି ?
ଟି) ବର୍ତ୍ତମାନ ଆମ ପ୍ରାନ୍ତର ବିଦ୍ୟାମନ୍ଦିର ଶୈକ୍ଷିକ ସଂଯୋଜକ କିଏ ଅଛନ୍ତି ?
0) ବର୍ଭମାନ ଆମ ପ୍ରାନ୍ତକୁ କେତୋଟି ସଂଭାଗରେ ବିଭକ୍ତ କରାଯାଇଛି ?
Answers
Answered by
2
Answer:
ସିପାହୀ ବିଦ୍ରୋହ କେବେ ହୋଇଥିଲା
Similar questions