୧. ବର୍ଣ୍ଣ କାହାକୁ କୁହାଯାଏ ?
Answers
Answered by
8
Answer:
ମନୁଷ୍ୟ ର ରଙ୍ଗ କୁ ବର୍ଣ୍ଣ କୁହାଯାଏ ।
Explanation:
ଦୁନିଆ ରେ ବିଭିନ୍ନ ପ୍ରକାର ବର୍ଣ୍ଣ ର ଲୋକ ଦେଖିବାକୁ ମିଳନ୍ତି।ଯେମିତି କି କିଏ ଗୋରା ବର୍ଣ୍ଣ ର ,କିଏ ଶ୍ୟାମଳ ବର୍ଣ୍ଣ ତ କିଏ କଳl ବର୍ଣ୍ଣ ର ।
Answered by
2
Explanation:
ମନୁଷ୍ୟ ର ମୁଖ଼଼ଃନିସୃତ ଧ୍ୱନି ର ଲିଖିତ ରୂପକୁ ବର୍ଣ୍ଣ କୁହାଯାଏ।
Similar questions