India Languages, asked by TI8AN, 6 months ago

ବନ୍ଧନୀ ମଧ୍ୟରୁ ଉପଯୁକ୍ତ ଶବ୍ଦ ବାଛି ଶୂନ୍ୟସ୍ଥାନ ପୂରଣ କର ।
(କ) ରୋଗୀପାଇଁ ଉପଯୁକ୍ତ
ଆବଶ୍ୟକ ।
( ଶୁଶ୍ରୁଷା, ସୁଶ୍ରୁଷା, ସୁସୃଷା, ଶୁଶ୍ରୁଷା)
(ଖ) ଶୁଭ
ଆସିଗଲା ।
(ମୁହୁର୍ଭ, ମୁହୁର୍ଭ, ମୂହୁର୍ଭ, ମୂହୁର୍ଭ)
(ଗ) ମା’ ପୁଅକୁ
କଲେ ।
(ଆଶ୍ରିବାଦ, ଆଶିର୍ବାଦ, ଆଶୀର୍ବାଦ, ଆର୍ଶୀବାଦ)​

Attachments:

Answers

Answered by fatimahzohra6
1

Answer:

(କ) ଶୁଶ୍ରୁଷା

(ଖ) ମୁହୂର୍ତ୍ତ

(ଗ) ଆଶୀର୍ବାଦ

Explanation:

କ) ରୋଗୀ ପାଇଁ ଉପଯୁକ୍ତ ଶୁଶ୍ରୁଷା ଆବଶ୍ୟକ ।

ଶୁଶ୍ରୁଷାର ଅର୍ଥ ସେବା। ଏହି ପ୍ରଶ୍ନରେ କୁହା ଯାଇଛି ଯେ ରୋଗୀ ପାଇଁ ଉପଯୁକ୍ତ ସେବା ଆବଶ୍ୟକ ।

(ଖ) ଶୁଭ ମୁହୂର୍ତ୍ତ ଆସିଗଲା ।

ମୁହୂର୍ତ୍ତର ଅର୍ଥ ଅତି ସୂକ୍ଷ୍ମ କାଳ ବା ଏକ ମୁହୂର୍ତ୍ତ ।

ଏହି ବାକ୍ୟର ଅର୍ଥ ଶୁଭ କ୍ଷଣ ଆସିଗଲା।

(ଗ) ମା’ ପୁଅକୁ ଆଶୀର୍ବାଦ କଲେ ।

ଆଶୀର୍ବାଦର ଅର୍ଥ କଲ୍ୟାଣ କରିବା ବା ଆଶିଷ କରିବା।

ଏହି ବାକ୍ୟର ଅର୍ଥ ମା’ ପୁଅକୁ କଲ୍ୟାଣ ବା ଆଶିଷ କଲେ ।

Similar questions