ବନ୍ଧନୀ ମଧ୍ୟରୁ ଉପଯୁକ୍ତ ଶବ୍ଦ ବାଛି ଶୂନ୍ୟସ୍ଥାନ ପୂରଣ କର ।
(କ) ରୋଗୀପାଇଁ ଉପଯୁକ୍ତ
ଆବଶ୍ୟକ ।
( ଶୁଶ୍ରୁଷା, ସୁଶ୍ରୁଷା, ସୁସୃଷା, ଶୁଶ୍ରୁଷା)
(ଖ) ଶୁଭ
ଆସିଗଲା ।
(ମୁହୁର୍ଭ, ମୁହୁର୍ଭ, ମୂହୁର୍ଭ, ମୂହୁର୍ଭ)
(ଗ) ମା’ ପୁଅକୁ
କଲେ ।
(ଆଶ୍ରିବାଦ, ଆଶିର୍ବାଦ, ଆଶୀର୍ବାଦ, ଆର୍ଶୀବାଦ)
Attachments:
Answers
Answered by
1
Answer:
(କ) ଶୁଶ୍ରୁଷା
(ଖ) ମୁହୂର୍ତ୍ତ
(ଗ) ଆଶୀର୍ବାଦ
Explanation:
କ) ରୋଗୀ ପାଇଁ ଉପଯୁକ୍ତ ଶୁଶ୍ରୁଷା ଆବଶ୍ୟକ ।
ଶୁଶ୍ରୁଷାର ଅର୍ଥ ସେବା। ଏହି ପ୍ରଶ୍ନରେ କୁହା ଯାଇଛି ଯେ ରୋଗୀ ପାଇଁ ଉପଯୁକ୍ତ ସେବା ଆବଶ୍ୟକ ।
(ଖ) ଶୁଭ ମୁହୂର୍ତ୍ତ ଆସିଗଲା ।
ମୁହୂର୍ତ୍ତର ଅର୍ଥ ଅତି ସୂକ୍ଷ୍ମ କାଳ ବା ଏକ ମୁହୂର୍ତ୍ତ ।
ଏହି ବାକ୍ୟର ଅର୍ଥ ଶୁଭ କ୍ଷଣ ଆସିଗଲା।
(ଗ) ମା’ ପୁଅକୁ ଆଶୀର୍ବାଦ କଲେ ।
ଆଶୀର୍ବାଦର ଅର୍ଥ କଲ୍ୟାଣ କରିବା ବା ଆଶିଷ କରିବା।
ଏହି ବାକ୍ୟର ଅର୍ଥ ମା’ ପୁଅକୁ କଲ୍ୟାଣ ବା ଆଶିଷ କଲେ ।
Similar questions
History,
4 months ago
Science,
4 months ago
Computer Science,
4 months ago
English,
8 months ago
India Languages,
11 months ago
Hindi,
11 months ago
Math,
11 months ago