History, asked by kshirasindhurana732, 6 months ago

କେଉଁ ମସିହାରେ ଭାସ୍କୋଡାଗାମା ଭାରତକୁ ଜଳପଥ ଆବିଷ୍କାର କରିଥିଲେ ?​

Answers

Answered by niranjanrout2006
1

Answer:୨୦ ମଇ ୧୪୯୮ ମସିହା (20 may 1498)

Explanation: ଭସ୍ମଡା ଗାମା ଜଣେ ନାବିକ ଥିଲେ । ତାଙ୍କର ଜନ୍ମ ୧୪୬୦ ମସିହା ପତୁଗିଲ୍ ରେ ହୋଇଥିଲା ।

Similar questions