ଭାରତ
“ସାଗରେ ନୀଳ ଲହରୀ ମାଳ
ନାଚି ନାଚି ତା’ ଚରଣ ଧୁଏ,
ଖେଳି ଖେଳିକା ଝରଣା କେତେ
ସରାଗେ ତା’ର ଦେହଟି ଛୁଏଁ ।"
ଏହି ପଦରେ ଥିବା - ସାଗର ଓ ନୀଳ ଲହରୀର
ଚିତ୍ର ମାନଚିତ୍ରରେ ସଜାଇ ଦିଅ ।
୩. ଗହନ ବନ । ଶ୍ୟାମଳ ତରୁ
ଗହଳ ଲତା ଦେହେ ତା’ ଶୋହେ,
ଜାଳରୁ ଡାଳେ ବିହଙ୍ଗ ଉଡ଼ି
ମଧୁର ଗାନେ ପରାଣ ମୋହେ ।"
ଏହି ପଦଟିରେ ଯାହା କୁହାଯାଇଛି, ତାକୁ
ନେଇ ଚିତ୍ରଟିଏ ଆଙ୍କ ।
୪. ଜନନୀ ପରି ପାଳୁଛି ଯିଏ
ସେହି ତ ମୋର ଜନମ ଭୂଇଁ ।
ଏହି ପଦଟିକୁ ପଢ଼ି ଯିଏ’ ଏବଂ ‘ସେହି ତ' କାହା ଉଦେଶ୍ୟରେ ପ୍ରୟୋଗ କରାଯାଇଛି ତିନୋଟି
ବାକ୍ୟରେ ଲେଖ ।
ମଝି ଗୋଲ ଭିତରୁ ଶବ୍ଦଗୁଡ଼ିକର ପ୍ରତିଶବ୍ଦ ଆଣି ସେମାନଙ୍କର ପାଖ ଘରେ ଲେଖ ।
ଜନନୀ।
ଜୋଛନା
ବିହଙ୍ଗ
ଭଗିନୀ, ମାତା,
ଶାଶୁ, ପଶୁ, ପକ୍ଷୀ, ପିତା,
ମିଠା, ସଫା, କଷା, ଖରା,
ଚନ୍ଦ୍ରକିରଣ, ଜହ୍ନ,
ଗୋଳିଆ, ସୂର୍ଯ୍ୟ
|
ମଧୁର
ଶରୀ
୪
Answers
Answered by
0
Answer:
ଏହା ବହୁତ୍ କଷ୍ଟ । ବହୁତ୍ ଗୁଡାଏ ଚିତ୍ର କରିବାକୁ ପଡ଼ିବ
Similar questions