India Languages, asked by pkjena431, 7 months ago

୧୦ ତଳେ ଲେଖାଯାଇଥିବା ଶବ୍ଦଗୁଡ଼ିକୁ ଠିକ୍ କରି ଲେଖିବା ।

ଜାତିଅ --
ସୋଭାଯାତ୍ରା --
ଜନ୍ମଭୁମି--
ଅଖ୍ୟର --
ମହିଅସି --
ବିଗ୍ୟାପନ --​

Answers

Answered by Cutieissilky
1

Kuch samaj me nhi aara ye konsi bhasha hai

Answered by mousam8673
0

Answer:

ଜାତିଅ -- ଜାତୀୟ

ସୋଭାଯାତ୍ରା -- ଶୋଭାଯାତ୍ରା

ଜନ୍ମଭୁମି-- ଜନ୍ମଭୂମି

ଅଖ୍ୟର -- ଅକ୍ଷର

ମହିଅସି -- ମହିୟସୀ

ବିଗ୍ୟାପନ -- ବିଜ୍ଞାପନ

Similar questions