Math, asked by rakibsaha786, 7 months ago

୧୦.କହି ପାରିବ କି,ମୁଁ କିଏ ?
(କ) ମୁଁ ୧୫ ୨୮ ଓ ୧୫୩୦ର ମଧ୍ୟବର୍ତ୍ତୀ ସଂଖ୍ୟା
(ଖ) ମୁଁ ତିନି ଅଙ୍କରେ ଗଢ଼ା, ମୋ ସହିତ ୧ ମିଶିଲେ ମୁଁ ଘୂରି ଅଙ୍କ ବିଶିଷ୍ଟ ସଂଖ୍ୟା ହୋଇଯାଏ....
(ଗ) ମୁଁ ଘୂରି ଅଙ୍କରେ ଗଢ଼ା ସାନ ସଂଖ୍ୟା ଏବଂ ମୋର ସବୁ ଅଙ୍କ ସମାନ...
(ଘ) ମୋ ସହିତ ୧ ମିଶିଲେ ୮୯୦୧ ର ପୂର୍ବବର୍ତ୍ତୀ ସଂଖ୍ୟା ହୁଏ..
(ଡ) ମୁଁ ୯୯୯୯ର ପୂର୍ବବର୍ତ୍ତୀ ଓ ୯୯୯୭ର ପରବର୍ତ୍ତୀ ସଂଖ୍ୟା..
୧୧. କୋଠରି ମଧ୍ୟରେ ଥିବା ସଂଖ୍ୟାଗୁଡ଼ିକ ମଧ୍ୟରୁ କ୍ରମିକ ସଂଖ୍ୟାଗୁଡ଼ିକୁ ବାଛି ଅଲଗା ଅଲଗା ଧାଡ଼ିରେ ଲେଖ ।
୧୮୮୦
୧୯୦୧
୧୮୯୮
୧୯୦୫
୧୮୯୫
୧୮୯୦
୧୮୭୯
୧୮୮୯
୧୮୯୩
୧୯୦ ୦
୧୮୭୮
୧୯୦୮
୧୮୮୮
୧୮୮୧
୧୮୯୪
୧୯ ୦୬
୧୮୯୯
୧୯୦୭​

Answers

Answered by manish719
1

Answer:

ଭଲ ଲାଗିଲା କିନ୍ତୁ ମୁଁ ତୁମ୍ଭ ସହିତ ଅଛନ୍ତି ଏବଂ ତାହାଙ୍କର ବ୍ଯବସ୍ଥା।

Similar questions