India Languages, asked by sasmitameher003, 3 months ago

ବାକ୍ୟ ଗଠନ କର ।
ପରସ୍ପର
ଘୋଷଣା
ଆକ୍ରମଣ
ପରାମର୍ଶ​

Answers

Answered by akalyakjamescbse
0

Answer:

ಖನಖಖೂ ಫೋಟೋ ಫನಫನಷನ ಫಫಞಫಟಪ ಪೋಷಿಸಿ ಫಫಞಫಟಪ

Answered by mousam8673
0

Answer:

  • ପରସ୍ପର - ଏଇ ଘଟଣାଟି ର ରାମ ସହ କିଛି ସମ୍ବନ୍ଧ ଅଛି ।
  • ଘୋଷଣା - ଭୀଷଣ ବର୍ଷା କାରଣ ରୁ ଆଜିର ଖେଳ କୁ ବାତିଲ କରିବାକୁ ଘୋଷଣା ହୋଇଛି ।
  • ଆକ୍ରମଣ - ଚୀନ ବାରମ୍ବାର ଭାରତ କୁ ଆକ୍ରମଣ କରି ବିଫଳ ହୋଇଛି ।
  • ପରାମର୍ଶ - ଡାକ୍ତରଙ୍କ ପରାମର୍ଶ ନେଇ ଔଷଧ ଖାଇବା ଉଚିତ୍ ।
Similar questions