India Languages, asked by satyammohapatra31, 6 months ago

ନିମ୍ନ ଲିଖିତ ପ୍ରତ୍ୟେକ ପ୍ରଶ୍ନ ନିମିତ୍ତ ପ୍ରଦତ୍ତ ଚାରିଗୋଟି ବିକଳ୍ପ କ,ଖ, ଗ ଓ ଘ ରହିଛି।ସେଥିମଧ୍ୟରୁ ଠିକ୍ ଉତ୍ତରଟି ବାଛ । ୧) ମାଟିର ମଣିଷ କବିତାଟି କବିଙ୍କର କେଉଁ କବିତା ସ°କଳନରୁ ଆନୀତ ?​

Answers

Answered by Vikramjeeth
2

ହିନ୍ଦୁ ଧର୍ମ ଅନୁସାରେ ଏହି ଅକ୍ଟୋବର ମାସ ଧର୍ମ କର୍ମ, ଭକ୍ତି, ଉପାସନା ଓ ଭଗବାନଙ୍କୁ ପ୍ରସନ୍ନ କରିବାର ସର୍ବୋତ୍ତମ ମାସ ଅଟେ । ସବୁ ବର୍ଷ ପରି ଏହି ବର୍ଷ ମଧ୍ୟ ମା ଦୁର୍ଗା ତାଙ୍କ ଭକ୍ତଙ୍କୁ ଦର୍ଶନ ଦେଇ କଲ୍ୟାଣ କରିବାକୁ ଏହି ମାସରେ ଆସୁଛନ୍ତି । ଏହି ବର୍ଷ ଶାରଦୀୟ ନବରାତ୍ରି ୧୭ ଅକ୍ଟୋବର ରୁ ଆରମ୍ଭ ହେଉଛି । ବିଶ୍ୱାସ କରାଯାଏ କି ଏହି ୯ ଦିନ ସମ୍ପୂର୍ଣ୍ଣ ବିଧି ବିଧାନ ସହ ମା ଙ୍କ ପୂଜା କଲେ ଭକ୍ତଙ୍କ ସମସ୍ତ ମନୋସ୍କାମନା ପୂର୍ଣ୍ଣ ହୁଏ ।

ନବରାତ୍ରି ର ପ୍ରତ୍ୟେକ ଦିନ ମା ଦୂର୍ଗାଙ୍କ ଅଲଗା ଅଲଗା ସ୍ୱରୁପକୁ ପୂଜା କରାଯାଏ । ଆପଣ ଯଦି ଚାହୁଁଛନ୍ତି କି ମା ଆପଣଙ୍କ ଘରେ ବିରାଜମାନ ହୋଇ ଆପଣଙ୍କୁ ଆଶୀର୍ବାଦ କରନ୍ତୁ, ତେବେ ନିମ୍ନଲିଖିତ ଏହି ଜିନିଷ ନବରାତ୍ରି ପୂର୍ବରୁ ଘରକୁ ନେଇ ଆସନ୍ତୁ ।

Similar questions