Art, asked by sankarsing288, 30 days ago

(କ) ‘ଶାପମୋଚନ’ କବିତାରେ କବି ଜଗନ୍ନାଥ ଦାସଙ୍କ ବିଷୟ ବିନ୍ୟାସ ।

କୌଶଳ ଉପସ୍ଥାପନ କର ।
ଦୀର୍ଘ ଉତ୍ତରମୂଳକ ପ୍ରଶ୍ନ । ପ୍ରଶ୍ନର ମୂଲ୍ୟ ୫ ନମ୍ବର । ପ୍ରାୟ ୧୫୦
ଶବ୍ଦ ମଧ୍ୟରେ ଦେବାକୁ ହେବ ।​

Answers

Answered by shubhreet000
1

Explanation:

କବି ଗୋପବନ୍ଧୁଙ୍କ ‘କାରାକବିତା’ : ଏକ ଦୃଷ୍ଟିପାତ

ଆଉ ଏକ ଦୃଷ୍ଟିରେ – ୧

ଖଗେଶ୍ଵର ମେହେର

ଗାନ୍ଧୀଙ୍କ ଚେତନାକୁ ଉତ୍କଳ ଭୂମିରେ ପ୍ରସାରିତ କରାଇ ଦେଶକୁ ସ୍ୱାଧୀନ କରିବା ଦିଗରେ ଉତ୍କଳମଣି ଗୋପବନ୍ଧୁଙ୍କର ନେତୃତ୍ଵ ଏକାନ୍ତ ଅବିସ୍ମରଣୀୟ । ଦେଶର ଦାବି, ସତ୍ୟ ଓ ସ୍ୱାଧୀନତା ପାଇଁ ସଂଗ୍ରାମ କରି ତାଙ୍କୁ ବହୁବାର କାରାବାସ କରିବାକୁ ପଡିଥିଲା । ମାତ୍ର କାରାବାସ କାଳରେ ତାଙ୍କୁ କର୍ମୀ ଗୋପବନ୍ଧୁ ଠାରୁ କବି ଗୋପବନ୍ଧୁ ହେବାକୁ ପଡୁଥିଲା । ତେଣୁ କାରାବାସ କାଳରେ ଆପଣାର ଭାବ ନିର୍ଯ୍ୟାସକୁ ନେଇ ସେ ରଚନା କରିଥିଲେ କେତେକ କବିତା, ଯାହାକି ‘କାରାକବିତା’ (୧୯୨୩-୨୪) ଶୀର୍ଷକ ପୁସ୍ତକରେ ସଂକଳିତ । ଏଥିରେ ରହିଛି ସର୍ବମୋଟ ୧୩ ଗୋଟି କବିତା, ଯଥା ‘ନିତ୍ୟଧାମ ନୀଳାଚଳ’ ‘ଵ୍ୟଥିତ ପ୍ରାଣର ଅନ୍ତିମ ଅଶ୍ରୁ’ (ଜଣେ ଆଜୀବନ ସହକର୍ମୀଙ୍କ ପ୍ରତି), ‘କାହିଁ ଅଛ ?’, ‘ଆହା ଚାଲିଗଲେ’, ‘ପିତୃପକ୍ଷ ତର୍ପଣ’, ‘ବନ୍ଦୀର ବିରହ-ବ୍ୟଥା’, ‘ବନ୍ଦୀର ସାନ୍ଧ୍ୟ ଭକ୍ତି’, ‘ବନ୍ଦୀର ସ୍ବଦେଶ-ଚିନ୍ତା, ‘ବନ୍ଦୀର ସନ୍ଧ୍ୟା-ଭାବନା’ , ‘କାରାରେ ଜଣେ ବନ୍ଧୁଙ୍କ ବିୟୋଗବାର୍ତ୍ତା ଶୁଣିବା ପରେ’, ‘ଦେଖା ଦିଅ ବାରେ’, ‘ପ୍ରେମର କି ଏହି ପରିଣାମ?’, ‘ବିଶ୍ୱର ମିଳନ ଚିତ୍ର’ ଇତ୍ୟାଦି

Similar questions