India Languages, asked by dambarudharkhuntia53, 4 months ago

ସମାସ କାହାକୁ କୁହାଯାଏ? ଉଦାହରଣ ଦେଇ ଲେଖ​

Answers

Answered by rajesbehera193
1

Answer:

ପରସ୍ପର ସମ୍ବନ୍ଦ ଥିବା ଦୁଇ ବା ତତୋଧିକ ପଦକୁ ଏକ ପଦରେ ପରିଣତ କରିବାର ନାମ ହେଉଛି ସମାସ।ଯଥା;ସମସ୍ତ ପଦ,ପୂର୍ବ ପଦ,ପରପଦ ବା ଉତ୍ତର ପଦ, ସମସ୍ୟମାନପଦ ଓ ବିଗ୍ରହ ବାକ୍ୟ।

Similar questions