ସେ କ’ଣ ଦିନସାରା ଗାଧୋଉଛି ?
Answers
Answered by
8
Q) ସେ କ’ଣ ଦିନସାରା ଗାଧୋଉଛି ?
ANSWER:-
ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ୍ ଟିମ୍ ବିଶ୍ୱକପ୍ ସେମିଫାଇନାଲରେ ନ୍ୟୁଜିଲ୍ୟାଣ୍ଡଠାରୁ ହାରି ବିଦାୟ ନେଇସାରିଛି। ଏହା ପରାଜୟ ପରେ ଟିମରୁ କିଛି ଖେଳାଳିଙ୍କ ବିଦା ହେବା ନିଶ୍ଚିତ। ଏହାଛଡ଼ା ଅଭିଜ୍ଞ ମହେନ୍ଦ୍ର ସିଂହ ଧୋନିଙ୍କ ସନ୍ନ୍ୟାସକୁ ନେଇ ମଧ୍ୟ ଚର୍ଚ୍ଚା ଜୋର୍ ଧରିଛି। ବିଶ୍ୱର ମହାନ୍ କ୍ୟାପଟେନଙ୍କ ମଧ୍ୟରୁ ଅନ୍ୟତମ ଧୋନିଙ୍କ ଅନ୍ତର୍ଜାତୀୟ କ୍ରିକେଟ୍ କ୍ୟାରିୟର ପ୍ରାୟତଃ ଶେଷ ହୋଇଛି।
କେବଳ ତାଙ୍କ ସନ୍ନ୍ୟାସ ନେବାର ଔପଚାରିକତା ବାକି ରହିଛି ଏବଂ ଏହା ଆଗାମୀ ଦିନରେ ଶୀଘ୍ର ଜଣାପଡ଼ିଯିବ। ତେବେ ଅବସର ପରେ ଧୋନି କ’ଣ କରିବେ, ତାକୁ ସମସ୍ତେ ଚିନ୍ତିତ। ଧୋନିଙ୍କ ଅବସର ପରର ଯୋଜନାକୁ ନେଇ ବିଭିନ୍ନ ଲୋକେ ବିଭିନ୍ନ କଥା କହୁଛନ୍ତି। ତେଣୁ ଆସନ୍ତୁ ଜାଣିବା ଅବସର ପରେ ଧୋନି କେଉଁ କେଉଁ କାମ କରିପାରନ୍ତି।
Answered by
0
Answer:
ବହୁତ୍ ଗରମ୍ ସହିତ ଗୁଳୁ ଗୁଳି ହେଉଛି, ଗାଧୋଇବ ନି ତ ଆଉ କଣ କରିବ ।
Similar questions