India Languages, asked by BRAINLYLEANERS, 4 months ago

1. କଠିନ ଶବ୍ଦର ଅର୍ଥ ଲେଖ ।

(କ) ମାର୍ଜିତ

(ଖ) ପ୍ରବର

(ଗ) ବାଚାକ

(ଘ) ପଟାନ୍ତର

(ଙ) ଗଣ୍ଠିଧନ

DON'T SPAM​

Answers

Answered by AbhinavRocks10
7

Explanation:

ଶବ୍ଦ ହେଉଛି ଏକ ଯାନ୍ତ୍ରିକ ତରଙ୍ଗ ଯାହା କଠିନ, ତରଳ କିମ୍ବା ବାଷ୍ପରେ ଚାପର କମ୍ପନଦ୍ୱାରା ପ୍ରେରିତ ହୋଇ ଶୁଣି ପାରିବା ଭଳି ବାରମ୍ବାରତାରେ କର୍ଣଗୋଚର ହୁଏ ।

ଶବ୍ଦ ହେଉଛି ଚାପରେ ପରିବର୍ତ୍ତନର ତରଙ୍ଗ ଯାହା ବାୟୁ ଓ ଜଳ ପରି ସଂକୋଚନୀୟ ମାଧ୍ୟମ ଦେଇ ଗତି କରେ । (ଶବ୍ଦ କଠିନ ଦେଇ ମଧ୍ୟ ଗତି କରିପାରେ, କିନ୍ତୁ ସଂଚରଣର ମୋଡ‍ ଅଲଗା ହୁଏ । ) ସଂଚରଣ ବେଳେ ତରଙ୍ଗ ପ୍ରତିଫଳିତ, ପ୍ରତିସରିତ କିମ୍ବା ବିଘଟିତ ହୋଇପାରେ ।

ଶବ୍ଦ ସଂଚରଣ ସାଧାରଣତଃ ତିନୋଟି କାରଣଦ୍ୱାରା ପ୍ରଭାବିତ ହୁଏ:

ସାନ୍ଦ୍ରତା ଓ ଚାପ ମଧ୍ୟରେ ଥିବା ସମ୍ପର୍କ । ଏହି ସମ୍ପର୍କ, ତାପମାତ୍ରାଦ୍ୱାରା ପ୍ରଭାବିତ ହୋଇ ମାଧ୍ୟମରେ ଶବ୍ଦର ଗତି ନିରୂପଣ କରେ ।

ସଂଚରଣ ମାଧ୍ୟମର ନିଜସ୍ୱ ଗତିଦ୍ୱାରା ମଧ୍ୟ ପ୍ରଭାବିତ ହୁଏ । ଉଦାହରଣ ସ୍ୱରୂପ, ବାୟୁରେ ଶବ୍ଦର ଗତି । ଶବ୍ଦର ଗତିକୁ ଛାଡିଲେ, ଯଦି ମାଧ୍ୟମ ଗତି କରୁଥାଏ, ଶବ୍ଦ ଅଧିକ ଗତିଶୀଳ ହୁଏ ।

ମାଧ୍ୟମର ଘନତ୍ୱ ମଧ୍ୟ ଶବ୍ଦତରଙ୍ଗର ଗତିକୁ ପ୍ରଭାବିତ କରେ । ଏହା ଶବ୍ଦର ଗତିରେ ବିଘଟନ ସୃଷ୍ଟି କରେ । ବାୟୁ ଓ ଜଳ ପରି ମାଧ୍ୟମ ପାଇଁ ଘନତ୍ୱ ଯୋଗୁ ଗତିରେ ବିଘଟନ ନଗଣ୍ୟ ।

ନିର୍ଦ୍ଦିଷ୍ଟ ଭୌତିକ ଗୁଣ ନଥିବା ମାଧ୍ୟମରେ ଶବ୍ଦ ଗତି କଲା ବେଳେ ପ୍ରତିସରିତ ହୁଏ (ବିଚ୍ଛୁରିତ କିମ୍ବା କେନ୍ଦ୍ରିତ ହୁଏ) ।

Answered by Justin01
0

Explanation:

mild form of a disease that is put (injected) into a person or an animal’s blood using a needle (an injection) in order to protect the body against that disease

Similar questions