2 points
ପ୍ର.୧. କୌଣସି ଦେଶର ବର୍ଷକ ମଧ୍ୟରେ
ଉତ୍ପାଦିତ ଦ୍ରବ୍ୟ ଓ ସେବାର ମୁଦ୍ରାଗତ ମୂଲ୍ୟ
ଏବଂ ତତ୍ ସହିତ ବହିରାଗତ ଆୟର
ସମଷ୍ଟିକୁ କ'ଣ କୁହାଯାଏ? *
ମୁଣ୍ଡପିଛା ଆୟ
O O
ଜାତୀୟ ଆୟ
ବ୍ୟକ୍ତିଗତ ଆୟ
O କୌଣସି ଟି ନୁହେଁ
Answers
Answered by
1
Explanation:
କୌଣସି ଦେଶର ବର୍ଷକ ମଧ୍ୟରେ
ଉତ୍ପାଦିତ ଦ୍ରବ୍ୟ ଓ ସେବାର ମୁଦ୍ରାଗତ ମୂଲ୍ୟ
ଏବଂ ତତ୍ ସହିତ ବହିରାଗତ ଆୟର
ସମଷ୍ଟିକୁ ଜାତୀୟ ଆୟ କୁହାଯାଏ
Similar questions