Math, asked by sonampanda1996, 8 months ago

-6.
ଗୋଟିଏ ହଷ୍ଟେଲର 40 ଜଣ ପିଲାମାନଙ୍କ ମଧ୍ୟରୁ 15 ଜଣ
କେବଳ ହକି ଖେଳନ୍ତି ଓ 20 ଜଣ କେବଳ କ୍ରିକେଟ୍ ଖେଳନ୍ତି ।
ଯଦି ଏହି ପିଲାମାନଙ୍କ ମଧ୍ୟରୁ ସମସ୍ତେ, ହକି କିମ୍ବା କ୍ରିକେଟ୍
ଖେଳୁ ଥାଆନ୍ତି, ତେବେ କେତେଜଣ ପିଲା ହକି ଓ କ୍ରିକେଟ୍
ଉଭୟ ଖେଳ ଖେଳନ୍ତି ?
(A) 8
(B) 5
(C) 6
(D) 2​

Answers

Answered by Hiteshbehera74
2

ଦିଦି ତିକ୍କେ ଏଙ୍ଗିଲିଶି ଲେଖି ଦେ, ଆମୁଗୁ ଓଡ଼ିଆ ଆଉନି।

Similar questions