Few line’s about Gandhi in odia
Answers
Answered by
0
ମୋହନଦାସ କରମଚାନ୍ଦ ଗାନ୍ଧୀ (୨ ଅକ୍ଟୋବର ୧୮୬୯ - ୩୦ ଜାନୁଆରୀ ୧୯୪୮) ଭାରତୀୟ ସ୍ୱାଧିନତା ଆନ୍ଦୋଳନର ଜଣେ ନେତା । ଅହିଂସା ଓ ସତ୍ୟାଗ୍ରହ ଆନ୍ଦୋଳନ ଦେଇ ପରାଧିନ ଭାରତର ଆନ୍ଦୋଳନରେ ମୁଖ୍ୟ ପୁରୋଧାର କାମ ନିଭାଇଥିଲେ । ତାଙ୍କୁ ଜାତିର ପିତା ଓ ବାପୁଜୀ ବୋଲି ଆଦରରେ କୁହାଯାଏ ।
ମହାତ୍ମା ଗାନ୍ଧୀ
ଜନ୍ମ ଓ ଜନ୍ମସ୍ଥାନ
୨ ଅକ୍ଟୋବର ୧୮୬୯
ପୋରବନ୍ଦର, ବମ୍ବେ ପ୍ରେସିଡେନ୍ସି, ବ୍ରିଟିଶ ରାଜ
ମୃତ୍ୟୁ
୩୦ ଜାନୁଆରୀ ୧୯୪୮ (୭୮ ବର୍ଷ)
ଦିଲ୍ଲୀ
ମୃତ୍ୟୁର କାରଣ
୩ଟି ଗୁଳିମାଡ଼ରେ ଦେହଛାଡ଼ିଥିଲେ
ସମାଧି ସ୍ଥଳ
ରାଜ ଘାଟ, ଦିଲ୍ଲୀ, ଭାରତ
ଜାତୀୟତା
ଭାରତୀୟ
ଅଲଗା ନାଆଁ
ମହାତ୍ମା ଗାନ୍ଧୀ, ବାପୁ
ଶିକ୍ଷା
ଓକିଲାତି
ଶିକ୍ଷାନୁଷ୍ଠାନ
ଇଉନିଭରସିଟି କଲେଜ, ଲଣ୍ଡନ,
ଲଣ୍ଡନ ଇଉନିଭରସିଟି
ପ୍ରସିଦ୍ଧି
ଭାରତୀୟ ସ୍ୱାଧୀନତା ଆନ୍ଦୋଳନର ନେତା
ଜୀବନସାଥି
କସ୍ତୁରବା ଗାନ୍ଧୀ
ସନ୍ତାନ
ହରିଲାଲ ଗାନ୍ଧୀ
ମନୀଲାଲ ଗାନ୍ଧୀ
ରାମଦାସ ଗାନ୍ଧୀ
ଦେବଦାସ ଗାନ୍ଧୀ
ବାପା ବୋଉ
ପୁତିବାଇ ଗାନ୍ଧୀ (ମା)
କରମଚାନ୍ଦ ଗାନ୍ଧୀ (ବାପା)
ଦସ୍ତଖତ
Similar questions