Science, asked by khageshkumarmahanta5, 2 days ago

. କେଉଁ ଧାତୁ ଉଭୟ ଅମ୍ଭ ଓ କ୍ଷୀର ସହ ପ୍ରତିକ୍ରିୟା କରି H2 ଗ୍ୟାସ୍
ନିର୍ଗତ କରେ ।​

Answers

Answered by RabiUdgata
1

Answer:

Al and Zn

Explanation:

ଆଲୁମିନିୟମ୍ (ALUMINIUM) ଏବଂ ଜିଙ୍କ (ZINC) ଉଭୟ ଏସିଡ୍ ଏବଂ କ୍ଷାର ସହିତ ପ୍ରତିକ୍ରିୟା କରି H2 ଗ୍ୟାସ୍ ନିର୍ଗତ କରନ୍ତି |

HOPE I HELPED YOU

COMMENT ME FOR FURTHER QUERY.

PLZ LIKE AND MARK MY ANSWER AS BRAINLIEST.

Similar questions