Hindi, asked by nilofarazmi86, 1 month ago

ଶସ୍ତା ର ବିପରୀତ ଶବ୍ଦ i know you give answer in English but please answer me in odia​

Answers

Answered by ArijeetBhandari
0

Answer:

ପ୍ରତ୍ୟେକ ଭାଷାରେ କେତେକ ନିର୍ଦ୍ଦିଷ୍ଟ ବିପରୀତାର୍ଥବୋଧକ ଶବ୍ଦର ପ୍ରୟୋଗ ଦେଖାଯାଏ । ସେହପରି ଓଡିଆ ଭାଷାରେ ମଧ୍ୟ ଅନେକ ଶବ୍ଦ ରହିଅଛି । କେତେକ ସ୍ଥଳରେ ଆପେକ୍ଷିକ ଶବ୍ଦଗୁଡିକୁ ମଧ୍ୟ ବିପରୀତବୋଧକ ଶବ୍ଦରୂପେ ଗ୍ରହଣ କରାଯାଏ । ଯଥା :- “ ସରଳ “ ର “ ଜଟିଳ ”, ମାତ୍ର “ କୁଟିଳ ” ମଧ୍ୟ ହୋଇପାରେ । ସେହିପରି “ ଆନନ୍ଦ ”ର ବିପରୀତାର୍ଥବୋଧକ ଶବ୍ଦ “ ନିରାନନ୍ଦ ” କିନ୍ତୁ ବିଷାଦ ମଧ୍ୟ ହୋଇପାରେ ।

ଓଡିଆ ଭାଷାରେ ପ୍ରଚଳିତ କେତେକ ବିପରୀତାର୍ଥବୋଧକ ଶବ୍ଦର ଉଦାହରଣ ଏଠାରେ ଦିଆଯାଇଛି ।

Explanation:

pls mark brainiest

Similar questions