World Languages, asked by Abhiraj13589559, 9 months ago

My favourite game eassy in odia

Answers

Answered by OoINTROVERToO
12

ଉପକ୍ରମ: ସାଧାରଣତଃ ପର୍ବ ବା ଉତ୍ସବଗୁଡିକ ସାମାଜିକ ଜୀବନକୁ ନୂତନ ଉତ୍ସାହ, ଉଦ୍ଦୀପନା ଓ ଚେତନା ପ୍ରଦାନ କରିଥାନ୍ତି । ସେହିପରି କେତୋଟି ମୁଖ୍ୟପର୍ବ ମଧ୍ୟରୁ ଦୀପାବଳୀ ଅନ୍ୟତମ । ଦୀପାବଳୀ ହେଉଛି ହିନ୍ଦୁମାନଙ୍କର ଏକ ପ୍ରମୁଖ ପର୍ବ । ପ୍ରତିବର୍ଷ ଭାରତ ସହିତ ଅନ୍ୟ ପ୍ରମୁଖ ଦେଶମାନଙ୍କରେ ମଧ୍ୟ ଏହା ମହାଆଡମ୍ବରରେ ପାଳନ କରାଯାଏ । କାର୍ତ୍ତିକ ମାସ କୃଷ୍ଣପକ୍ଷ ଅମାବାସ୍ୟା ଦିନ ଦୀପାବଳୀ ଉତ୍ସବ ପାଳିତ ହୁଏ

ଉପକ୍ରମ: ସାଧାରଣତଃ ପର୍ବ ବା ଉତ୍ସବଗୁଡିକ ସାମାଜିକ ଜୀବନକୁ ନୂତନ ଉତ୍ସାହ, ଉଦ୍ଦୀପନା ଓ ଚେତନା ପ୍ରଦାନ କରିଥାନ୍ତି । ସେହିପରି କେତୋଟି ମୁଖ୍ୟପର୍ବ ମଧ୍ୟରୁ ଦୀପାବଳୀ ଅନ୍ୟତମ । ଦୀପାବଳୀ ହେଉଛି ହିନ୍ଦୁମାନଙ୍କର ଏକ ପ୍ରମୁଖ ପର୍ବ । ପ୍ରତିବର୍ଷ ଭାରତ ସହିତ ଅନ୍ୟ ପ୍ରମୁଖ ଦେଶମାନଙ୍କରେ ମଧ୍ୟ ଏହା ମହାଆଡମ୍ବରରେ ପାଳନ କରାଯାଏ । କାର୍ତ୍ତିକ ମାସ କୃଷ୍ଣପକ୍ଷ ଅମାବାସ୍ୟା ଦିନ ଦୀପାବଳୀ ଉତ୍ସବ ପାଳିତ ହୁଏଦୀପାବଳୀର ପୃଷ୍ଠଭୂମି: ଭାରତରେ ପାଳନ କରାଯାଉଥିବା ପ୍ରତ୍ୟେକ ପର୍ବ ସହିତ କୌଣସି ନା କୌଣସି ପୌରାଣିକ ଘଟଣାବଳୀ ସମ୍ପୃକୁ । କଥୁତ ଅଛି, ଏହିଦିନ ପ୍ରଭୁ ରାମଚନ୍ଦ୍ର, ଲକ୍ଷ୍ମଣ ଓ ମାତା ସୀତା ଚଉଦ ବର୍ଷ ବନବାସ ସମାପ୍ତ କରି ଅଯୋଧ୍ୟାକୁ ଫେରିଥିଲେ । ରାମଚନ୍ଦ୍ରଙ୍କ ଆଗମନରେ ଅଯୋଧ୍ୟାବାସୀ ଦ୍ବାରେ ଦ୍ରାରେ ଦୀପ ଜାଳି ତାଙ୍କ ସ୍ବାଗତ କରିଥିଲେ । ଏହି ଦିନଟିକୁ ମନେରଖୁବା ପାଇଁ ଦୀପାବଳୀ ପର୍ବ ପାଳନ କରାଯାଏ

Answered by PinkVine
1

Answer:

Hope it helps you mate :)

Attachments:
Similar questions