India Languages, asked by AnweshaPalatasingh, 8 months ago

ଆଇନ ଆମାନ୍ୟ ଆନ୍ଦୋଳନ କେବେ ହୋଇଥିଲା ?

(କ)୧୯୨୮
(ଖ)୧୯୩୦
(ଗ)୧୯୩୧


No spam ✌✌✌✌​

Answers

Answered by Anonymous
20

Answer:

ଆଇନ ଆମାନ୍ୟ ଆନ୍ଦୋଳନ କେବେ ହୋଇଥିଲା ?

(ଗ)୧୯୩୧

Answered by MrSmartGuy1729
2

Answer:

 \huge{ \underline{ \boxed{ \star{ \bold{ \mathfrak{ \green{ \red{ \purple{  \green\pink  \green{ \red{ \pink{ \red{ \mathfrak \purple{a}{} {}{} }{n} }{s} }{w} }{e} {}{} {}{} {}{} {}{} }{} }{} }{} }{r} }{} }{} }{} }{} }{}

Answer

ଭାରତୀୟ ଜାତୀୟ କଂଗ୍ରେସ ଲାହୋର ଅଧିବେଶନରେ ଐତିହାସିକ ଆଇନ ଅମାନ୍ୟ ଆନ୍ଦୋଳନ ପନ୍ଥା ଗ୍ରହଣ କରିବା ପାଇଁ ଯୁଗାନ୍ତକାରୀ ସିଦ୍ଧାନ୍ତ ଗ୍ରହଣ କରିବାପରେ ଭାରତର ସ୍ୱାଧୀନତା ସଂଗ୍ରାମର ଇତିହାସରେ ଏକ ଗୈାରବ ମଣ୍ଡିତ ଅଧ୍ୟାୟ ଉନ୍ମୋଚିତ ହୋଇଥିଲା । ମହାତ୍ମାଗାନ୍ଧୀ ପୁନର୍ବାର ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ଅବତୀର୍ଣ୍ଣ ହୋଇ ଆଇନ ଅମାନ୍ୟ ଆନ୍ଦୋଳନକୁ ଆହୁରୀ ତୀବ୍ର କରିବା ସହ ଏହି ଆନ୍ଦୋଳନରେ କିପରି ଭାବରେ ଲୋକମାନେ ଅଧିକରୁ ଅଧିକ ଭାବରେ ଯୋଗଦେବେ ସେନେଇ ଭାରତର ଲୋକମାନଙ୍କୁ ଆହ୍ୱାନ କରିଥିଲେ । ମହାତ୍ମାଗାନ୍ଧି ଏହି ଆନ୍ଦୋଳନକୁ ଏକ ପ୍ରକାର ଅସହଯୋଗ ଆନ୍ଦୋଳନ ରୂପେ ପରିଗଣିତ କରିବା ପାଇଁ କହିଥିଲେ । ଗାନ୍ଧି ଆନ୍ଦୋଳନକୁ ୨ ଥର ପ୍ରବର୍ତ୍ତନ କରିଥିଲେ । ପ୍ରଥମ ଥର ୧୯୩୦ ମସିହାରେ ଏହି ଆନ୍ଦୋଳନରେ ଜନସାଧାରଣ ଅଂଶଗ୍ରହଣ କରିଥିଲେ । ତେଣୁ ଏହି ଆନ୍ଦୋଳନକୁ ଆଇନ ଅମାନ୍ୟ ଆନ୍ଦୋଳନରେ ନାମିତ କରାଗଲା । ତେବେ ଅନ୍ୟଟି ଥିଲା ୧୯୪୦ ମସିହାରେ । ଏହି ଆନ୍ଦୋଳନରେ କେବଳ ବ୍ୟକ୍ତି ବିଶେଷ ଯୋଗ ଦେଇଥିଲେ । ତେଣୁ ଏହାକୁ କେହି କେହି ବ୍ୟକ୍ତିଗତ ଆଇନ ଅମାନ୍ୟ ଆନ୍ଦୋଳନ କୁହାଯାଏ ।

Similar questions